ETV Bharat / state

5 ଦଫା ଦାବି ନେଇ ଆଶା ସାଥୀ ସଂଘର ବିକ୍ଷୋଭ - Asha Sathi organisation protest

ଓଡିଶା ରାଜ୍ୟ ଆଶା ସାଥି ସଙ୍ଘ ପକ୍ଷରୁ 5ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ । ନିଜର ଦାବି ନେଇ ବାଲେଶ୍ଵର ଜିଲ୍ଲାପାଳଙ୍କୁ ଘେରିଲା ଆଶା ସାଥି ସଙ୍ଘ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

5 ଦଫା ଦାବି ନେଇ ଆଶା ସାଥୀ ସଂଘର ବିକ୍ଷୋଭ
5 ଦଫା ଦାବି ନେଇ ଆଶା ସାଥୀ ସଂଘର ବିକ୍ଷୋଭ
author img

By

Published : Feb 10, 2020, 3:56 PM IST

ବାଲେଶ୍ବର: ଓଡିଶା ରାଜ୍ୟ ଆଶା ସାଥି ସଙ୍ଘ ପକ୍ଷରୁ 5ଦଫା ଦାବି ନେଇ ବାଲେଶ୍ଵର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ଆଶା ସାଥୀମାନଙ୍କୁ 6 ହଜାର ଟଙ୍କା ପ୍ରଦାନ କରିବା ପାଇଁ ଦାବି ହୋଇଥିଲା ।

5 ଦଫା ଦାବି ନେଇ ଆଶା ସାଥୀ ସଂଘର ବିକ୍ଷୋଭ

ଏହାସହ ଆଶା ସାଥୀମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରିବା, ୟୁନିଫର୍ମ ଲାଗୁ କରିବା, କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ତାଲିମ ବ୍ୟବସ୍ଥା କରିବା, ଆଶା ସାଥୀମାନଙ୍କ ପାଇଁ ଜୀବନ ବୀମା ଓ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରିବା ଭଳି ଦାବି ଉପସ୍ଥାପନ କରାଯାଇଛି । ବାଲେଶ୍ଵର ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ଓଡିଶା ରାଜ୍ୟ ଆଶା ସାଥି ସଙ୍ଘ ପକ୍ଷରୁ 5ଦଫା ଦାବିନେଇ ବାଲେଶ୍ଵର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ଆଶାସାଥୀମାନଙ୍କୁ 6ହଜାର ଟଙ୍କା ପ୍ରଦାନ କରିବା ପାଇଁ ଦାବି ହୋଇଥିଲା। ଏହାସହ ଆଶାସାଥୀମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରିବା, ୟୁନିଫର୍ମ ଲାଗୁ ଲାଗୁ କରିବା, କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ତାଲିମ ବ୍ୟବସ୍ଥା କରିବା, ଆଶାସାଥୀମାନଙ୍କ ପାଇଁ ଜୀବନ ବୀମା ଓ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରିବା ଭଳି ଦାବି ଉପସ୍ଥାପନ କରାଯାଇଛି। ବାଲେଶ୍ଵର ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି।Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.