ETV Bharat / state

ନୀଳଗିରିରେ ବଧୂହତ୍ୟା ଅଭିଯୋଗ, ସ୍ୱାମୀ ଅଟକ

ଗ୍ରାମର ଉମାକାନ୍ତ ବେହେରାଙ୍କ ଝିଅ ସୁଭଦ୍ରାଙ୍କୁ ସେହି ଗ୍ରାମର ଚନ୍ଦନ ସିଂ 8 ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ। ବିବାହର କିଛି ବର୍ଷ ପରେ ସୁଭଦ୍ରାଙ୍କୁ ଶାଶୁଘର ଲୋକେ ନିର୍ଯ୍ୟାତନା ଦେଉଥିବା ବେଳେ ଅନେକ ଥର ଆପୋଷ ବୁଝାମଣା ହୋଇଥିଲା।

author img

By

Published : Aug 12, 2020, 10:34 PM IST

ନୀଳଗିରିରେ ବଧୂହତ୍ୟା ଅଭିଯୋଗ, ସ୍ୱାମୀ ଅଟକ
ନୀଳଗିରିରେ ବଧୂହତ୍ୟା ଅଭିଯୋଗ, ସ୍ୱାମୀ ଅଟକ

ବାଲେଶ୍ଵର: ଜିଲ୍ଲା ନୀଳଗିରି ଥାନା ଶିଆଡ଼ିମାଳ ପଞ୍ଚାୟତ ସୀତାପତିପୁରରେ ବଧୁ ହତ୍ୟା ଅଭିଯୋଗ ହୋଇଛି । ଗ୍ରାମର ଉମାକାନ୍ତ ବେହେରାଙ୍କ ଝିଅ ସୁଭଦ୍ରାଙ୍କୁ ସେହି ଗ୍ରାମର ଚନ୍ଦନ ସିଂ 8 ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ। ବିବାହର କିଛି ବର୍ଷ ପରେ ସୁଭଦ୍ରାଙ୍କୁ ଶାଶୁଘର ଲୋକେ ନିର୍ଯ୍ୟାତନା ଦେଉଥିବା ବେଳେ ଅନେକ ଥର ଆପୋଷ ବୁଝାମଣା ହୋଇଥିଲା।

ନୀଳଗିରିରେ ବଧୂହତ୍ୟା ଅଭିଯୋଗ, ସ୍ୱାମୀ ଅଟକ

ମଙ୍ଗଳବାର ସୁଭଦ୍ରା ବିଷ ପିଇଦେଇଥିବା ଶାଶୁଘର ଲୋକେ ଉମାକାନ୍ତଙ୍କୁ ଖବର ଦେଇଥିଲେ। ଗୁରୁତର ଭାବେ ସୁଭଦ୍ରା ନୀଳଗିରି ମେଡିକାଲରେ ପ୍ରାଣ ହରାଇଥିଲେ । ଏହାକୁ ନେଇ ଉମାକାନ୍ତ ଝିଅକୁ ଶାଶୁଘର ଲୋକେ ହତ୍ୟା କରିଥିବା ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଚନ୍ଦନଙ୍କୁ ଅଟକ ରଖିଥିବା ଜଣାପଡିଛି ।

ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.