ETV Bharat / state

ବାତ୍ୟାକୁ ବିତିଲା ତିନି ଦିନ, ଏଯାଏଁ ଘର ଉପରୁ ଉଠୁନି ଗଛ

author img

By

Published : May 29, 2021, 8:24 PM IST

ବାତ୍ୟାରେ ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଇଞ୍ଚୁଡ଼ି ପଞ୍ଚାୟତର କଳାମାଠିଆ ପାହି ଅଞ୍ଚଳର ସୁଶାନ୍ତ ମଣ୍ଡଳଙ୍କ ଘର ଉପରେ ଏକ ଗଛ ପଡି ଭାଙ୍ଗି ଯାଇଛି । ମାତ୍ର ବାତ୍ୟାକୁ ତିନିଦିନ ପୁରିଯାଇଥିଲେ ମଧ୍ୟ ଗଛ କଟାଯାଇ ନଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ବାତ୍ୟାକୁ ପୁରିଲା ତିନିଦିନ, ଏବେବି ଘର ଉପରେ ପଡ଼ିଛି ଗଛ

ବାଲେଶ୍ଵର: ବାତ୍ୟାରେ ଜିଲ୍ଲା ରେମୁଣା ବ୍ଲକ ଇଞ୍ଚୁଡ଼ି ପଞ୍ଚାୟତର କଳାମାଠିଆ ପାହି ଅଞ୍ଚଳର ସୁଶାନ୍ତ ମଣ୍ଡଳଙ୍କ ଘର ଉପରେ ଏକ ଗଛ ପଡି ଭାଙ୍ଗି ଯାଇଛି । ମାତ୍ର ବାତ୍ୟାକୁ ତିନିଦିନ ପୁରିଯାଇଥିଲେ ମଧ୍ୟ ଗଛ କଟାଯାଇ ନଥିବା ଅଭିଯୋଗ ହୋଇଛି ।

ବିପଦଶଙ୍କୁଳ ଅବସ୍ଥାରେ ଗଛ ଘର ଉପରେ ପଡି ରହିଥିବାରୁ ପରିବାର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏ ବିଷୟରେ ସ୍ଥାନୀୟ ବାସିନ୍ଦା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି କାର୍ଯ୍ୟ ତ୍ୱରାନ୍ନିତ କରାଯାଇନଥିବା ଅଭିଯୋଗ ହୋଇଛି । ତୁରନ୍ତ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.