ବାଲେଶ୍ବର: ଓଡିଶା ଉପକୂଳ ଅବଦୁଲ କଲାମ ଦ୍ବୀପରୁ ଉତ୍କ୍ଷେପଣ ହେଲା ଅଗ୍ନୀ-1 ପ୍ରାଇମ୍ କ୍ଷେପଣାସ୍ତ୍ର । ସୋମବାର ସକାଳ 10ଟା 55 ମିନିଟ୍ରେ DRDO ତରଫରୁ ଉତ୍କ୍ଷେପଣ ହୋଇଛି । ଅଗ୍ନି-1 କ୍ଷେପଣାସ୍ତ୍ରର ଏହା ବିକଶିତ ଭର୍ସନ ।
ଏହା ଭୂପୃଷ୍ଠରୁ ଭୂପୃଷ୍ଠକୁ 1ହଜାରରୁ 2000 କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର କ୍ଷମତା ରହିଛି। ସ୍ବଳ୍ପ ଦୂରଗାମୀ ବାଲେଷ୍ଟିକ ମିସାଇଲ ଅଗ୍ନି ପ୍ରାଇମରେ 1 ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରିହେବ।
ନୂତନ ଆଣବିକ ସକ୍ଷମ କ୍ଷେପଣାସ୍ତ୍ର ସମ୍ପୁର୍ଣ୍ଣ ଭାବରେ କମ୍ପୋଜିଟ ପଦାର୍ଥରେ ନିର୍ମିତ | ସୂଚନା ଅନୁଯାୟୀ, ପରୀକ୍ଷଣ ସମୟରେ ଏହି କ୍ଷେପଣାସ୍ତ୍ରର ସମସ୍ତ ପାରାମିଟରରେ ନିଜର ଦକ୍ଷତାକୁ ପ୍ରତିପାଦିତ କରିଛି । ଅଗ୍ନି ସିରିଜର ଏହି ନୂଆ ମିସାଇଲ ଅଗ୍ନି ପ୍ରାଇମ 1000ରୁ 2000 କିଲୋମିଟର ପର୍ଯ୍ୟନ୍ତ ସଠିକ ଟାର୍ଗେଟ ଭେଦ କରିପାରେ ।
-
Congratulate @DRDO_India on the successful flight testing of next generation Ballistic Missile Agni P from Dr APJ Abdul Kalam Island off the coast of #Odisha. #DRDO#AGNI
— Naveen Patnaik (@Naveen_Odisha) June 28, 2021 " class="align-text-top noRightClick twitterSection" data="
">Congratulate @DRDO_India on the successful flight testing of next generation Ballistic Missile Agni P from Dr APJ Abdul Kalam Island off the coast of #Odisha. #DRDO#AGNI
— Naveen Patnaik (@Naveen_Odisha) June 28, 2021Congratulate @DRDO_India on the successful flight testing of next generation Ballistic Missile Agni P from Dr APJ Abdul Kalam Island off the coast of #Odisha. #DRDO#AGNI
— Naveen Patnaik (@Naveen_Odisha) June 28, 2021
ଆଶା କରାଯାଉଛି ଯେ ଏହି କ୍ଷେପଣାସ୍ତ୍ରକୁ ଖୁବ ଶୀଘ୍ର ସେନାରେ ସେନାରେ ସାମିଲ କରାଯାଇପାରେ। ଏହି କ୍ଷେପଣାସ୍ତ୍ର ପରମାଣୁ ଅସ୍ତ୍ର ବହନ କରିବାରେ ସକ୍ଷମ ।
-
Congratulations to @DRDO_India for the maiden successful flight test of Agni P, advanced variant of Agni class of missiles. I compliment the efforts of the team behind this mission.
— Rajnath Singh (@rajnathsingh) June 28, 2021 " class="align-text-top noRightClick twitterSection" data="
">Congratulations to @DRDO_India for the maiden successful flight test of Agni P, advanced variant of Agni class of missiles. I compliment the efforts of the team behind this mission.
— Rajnath Singh (@rajnathsingh) June 28, 2021Congratulations to @DRDO_India for the maiden successful flight test of Agni P, advanced variant of Agni class of missiles. I compliment the efforts of the team behind this mission.
— Rajnath Singh (@rajnathsingh) June 28, 2021
1989 ମସିହାରେ ଭାରତ ପ୍ରଥମେ ଅଗ୍ନି କ୍ଷେପଣାସ୍ତ୍ରକୁ ପରୀକ୍ଷଣ କରିଥିଲା। ସେତେବେଳେ ଅଗ୍ନି କ୍ଷେପଣାସ୍ତ୍ରର ରେଞ୍ଜ ପ୍ରାୟ 700ରୁ 900 କିଲୋମିଟର ଥିଲା | ଏହାପରେ ଏହି କ୍ଷପଣାସ୍ତ୍ରକୁ ଭାରତୀୟ ସେନାରେ ସାମିଲ କରାଯାଇଥିଲା | ସେବେଠାରୁ ଭାରତ ଅଗ୍ନି ସିରିଜର 5ଟି କ୍ଷେପଣାସ୍ତ୍ର ଲଞ୍ଚ ହୋଇସାରିଛି ।
-
Congratulate @DRDO_India on the successful test fire of Agni P from Dr. APJ Abdul Kalam island off the coast of Odisha. An advanced variant of the Agni missiles, the new generation nuclear-capable ballistic missile will strengthen the response capabilities of our forces. https://t.co/Z0A9VNhmpk
— Dharmendra Pradhan (@dpradhanbjp) June 28, 2021 " class="align-text-top noRightClick twitterSection" data="
">Congratulate @DRDO_India on the successful test fire of Agni P from Dr. APJ Abdul Kalam island off the coast of Odisha. An advanced variant of the Agni missiles, the new generation nuclear-capable ballistic missile will strengthen the response capabilities of our forces. https://t.co/Z0A9VNhmpk
— Dharmendra Pradhan (@dpradhanbjp) June 28, 2021Congratulate @DRDO_India on the successful test fire of Agni P from Dr. APJ Abdul Kalam island off the coast of Odisha. An advanced variant of the Agni missiles, the new generation nuclear-capable ballistic missile will strengthen the response capabilities of our forces. https://t.co/Z0A9VNhmpk
— Dharmendra Pradhan (@dpradhanbjp) June 28, 2021
ଅଗ୍ନି ପ୍ରାଇମ କ୍ଷପଣାସ୍ତ୍ରର ସଠିକ ପରୀକ୍ଷଣ ନେଇ ଶୁଭେଚ୍ଛା ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ମଧ୍ୟ କ୍ଷପଣାସ୍ତ୍ରର ସଫଳ ପରୀକ୍ଷଣ ପାଇଁ ଧନ୍ୟବାଦ ଜଣାଇଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ