ETV Bharat / state

ବେଆଇନ ଇଟା ଭାଟି ଭାଙ୍ଗିବାକୁ ଯାଇ ପ୍ରଶାସନ ନିରାଶ - ବାଲେଶ୍ବର ଫୁଲାଡି

ବାଲେଶ୍ଵର ସହରରେ ଦିନକୁ ଦିନ ବେଆଇନ ଇଟା ଭାଟି ଗଢି ଉଠୁଥିବା ବେଳେ, ଏହାକୁ ଉଚ୍ଛେଦ କରିବାକୁ ଯାଇଥିବା ଜିଲ୍ଲା ପ୍ରଶାସନର ଅଧିକାରୀଙ୍କୁ ହଟହଟା ହେବାକୁ ପଡିଛି।

ବାଲେଶ୍ବର ଫୁଲାଡି
ବେଆଇନ ଇଟା ଭାଟି ଭାଙ୍ଗିବାକୁ ଯାଇ ନିରାଶ ହେଲା ପ୍ରଶାସନ
author img

By

Published : Dec 20, 2019, 8:26 AM IST

ବାଲେଶ୍ଵର: ସହରରେ ଦିନକୁ ଦିନ ବେଆଇନ ଇଟା ଭାଟି ଗଢି ଉଠୁଥିବା ବେଳେ, ଏହାକୁ ଉଚ୍ଛେଦ କରିବାକୁ ଯାଇଥିବା ଜିଲ୍ଲା ପ୍ରଶାସନର ଅଧିକାରୀଙ୍କୁ ହଟହଟା ହେବାକୁ ପଡିଛି।

ବାଲେଶ୍ବର ଫୁଲାଡି ଠାରେ ଥିବା 4ଟି ବେଆଇନ ଇଟା ଭାଟିକୁ ଉଚ୍ଛେଦ କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦେଶରେ ତହସିଲଦାରଙ୍କ ସମେତ ପୋଲିସ ଓ ଦମକଳ ବାହିନୀ ସେଠାରେ ପହଞ୍ଚିଥିଲେ। ହେଲେ ଭାଟି ମାଲିକଙ୍କ ସହ ବହୁ ଶ୍ରମିକ ରାସ୍ତାରେ ବସି ଏହାକୁ ଦୃଢ ବିରୋଧ କରିଥିଲେ।

ରୋଜଗାରର ଅନ୍ୟ ପନ୍ଥା ନଥିବାରୁ ଇଟାଭାଟି ଉଚ୍ଛେଦ ହେଲେ ସେମାନେ ପରିବାର ପ୍ରତିପୋଷଣ କରିବାରେ ଅସୁବିଧା ଭୋଗିବେ। ସମୟ ଦେଇ ପ୍ରଶାସନ ଏହି କାର୍ଯ୍ୟ କରିଥିଲେ ଶ୍ରମିକ ରୋଜଗାରର ଅନ୍ୟ ବ୍ୟବସ୍ଥା କରି ପାରିଥାନ୍ତେ ବୋଲି କୁହାଯାଇଛି। ପ୍ରଶାସନ ଅଧିକାରୀ ଭାଙ୍ଗିବାକୁ ଯାଇଥିବା ବେଳେ ନିରାଶ ହୋଇ ଫେରିଥିଲା।

ବେଆଇନ ଇଟା ଭାଟି ଭାଙ୍ଗିବାକୁ ଯାଇ ନିରାଶ ହେଲା ପ୍ରଶାସନ

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ସହରରେ ଦିନକୁ ଦିନ ବେଆଇନ ଇଟା ଭାଟି ଗଢି ଉଠୁଥିବା ବେଳେ ଏହାକୁ ଉଚ୍ଛେଦ କରିବାକୁ ଯାଇଥିବା ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କୁ ହଟହଟା ହେବାକୁ ପଡିଛି।

ବାଲେଶ୍ୱର ଫୁଲାଡି ଠାରେ ଥିବା ଚାରୋଟି ବେଆଇନ ଇଟା ଭାଟିକୁ ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦେଶରେ ତହସିଲଦାରଙ୍କ ସମେତ ପୋଲିସ ଓ ଦମକଳ ବାହିନୀ ସେଠାରେ ପହଞ୍ଚିଥିଲେ। ହେଲେ ଭାଟି ମାଲିକଙ୍କ ସହ ବହୁ ଶ୍ରମିକ ରାସ୍ତାରେ ବସି ଏହାକୁ ଦୃଢ ବିରୋଧ କରିଥିଲେ। ରୋଜଗାରର ଅନ୍ୟ ପନ୍ଥା ନଥିବାରୁ ଇଟାଭାଟି ଉଚ୍ଛେଦ ହେଲେ ସେମାନେ ପରିବାର ପ୍ରତିପୋଷଣ କରିବାରେ ଅସୁବିଧା ଭୋଗିବେ। ସମୟ ଦେଇ ପ୍ରଶାସନ ଏହି କାର୍ଯ୍ୟ କରିଥିଲେ ଶ୍ରମିକମାନେ ରୋଜଗାରର ଅନ୍ୟ ବ୍ୟବସ୍ଥା କରି ପାରିଥାନ୍ତେ ବୋଲି କୁହାଯାଇଛି। ପ୍ରଶାସନ ଅଧିକାରୀ ଭାଙ୍ଗିବାକୁ ଯାଇଥିବା ବେଳେ ନିରାଶ ହୋଇ ଫେରିଥିଲା।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.