ETV Bharat / state

ମନ୍ତ୍ରୀ ନବ ଦାସଙ୍କ ତଥ୍ୟ ଉପରେ ପ୍ରମାଣ ମାଗିଲା ଆଚ୍ଛା ସଂଗଠନ - ମନ୍ତ୍ରୀ ନବ ଦାସଙ୍କ ତଥ୍ୟ ଉପରେ ପ୍ରମାଣ ମାଗିଲା ଆଚ୍ଛା ସଂଗଠନ

ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ଅଣତାରକା ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସର୍ବାଧିକ ଯୌନକର୍ମୀ ବାଲେଶ୍ବରରରେ ଥିବା କଥା ଉପସ୍ଥାପନ କରିଥିଲେ । ଯାହାକୁ ବାଲେଶ୍ବରର ଆଚ୍ଛା ସଂଗଠନ ପକ୍ଷରୁ ବିରୋଧ କରାଯାଇଛି । ଅଧିକ ପଢନ୍ତୁ....

health minister
ମନ୍ତ୍ରୀ ନବ ଦାସଙ୍କ ତଥ୍ୟ ଉପରେ ପ୍ରମାଣ ମାଗିଲା ଆଚ୍ଛା ସଂଗଠନ
author img

By

Published : Feb 24, 2020, 6:52 PM IST

ବାଲେଶ୍ବର: ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ଅଣତାରକା ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସର୍ବାଧିକ ଯୌନକର୍ମୀ ବାଲେଶ୍ବରରରେ ଥିବା କଥା ଉପସ୍ଥାପନ କରିଥିଲେ । ଯାହାକୁ ବାଲେଶ୍ବରର ଆଚ୍ଛା ସଂଗଠନ ପକ୍ଷରୁ ବିରୋଧ କରାଯାଇଛି । କେଉଁ ଆଧାରରେ ମନ୍ତ୍ରୀ ଏହି ତଥ୍ୟ ଉପସ୍ଥାପନ କଲେ ସେନେଇ ସଂଗଠନ ପ୍ରଶ୍ନ କରିଛି ।

ମନ୍ତ୍ରୀ ନବ ଦାସଙ୍କ ତଥ୍ୟ ଉପରେ ପ୍ରମାଣ ମାଗିଲା ଆଚ୍ଛା ସଂଗଠନ

ମନ୍ତ୍ରୀଙ୍କ ଏମିତି ଉପସ୍ଥାପନା ସମଗ୍ର ବାଲେଶ୍ଵରବାସୀଙ୍କ ମନରେ କୁଠାରଘାତ କରିଛି । ଯାହାକୁ ନେଇ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଆଗାମୀ 7 ଦିନ ଭିତରେ ମନ୍ତ୍ରୀ ଉପସ୍ଥାପନ କରିଥିବା ତଥ୍ୟର ପ୍ରମାଣ ନଦେଲେ ସଂଗଠନ ପକ୍ଷରୁ ଆନ୍ଦୋଳନ ତୀବ୍ର କରାଯିବ ବୋଲି କୁହାଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.