ETV Bharat / state

ବାଲେଶ୍ବରରେ ଦୁଇ ଦିନିଆ ଡଲଫିନ ଗଣନା ଶେଷ - ବାଲେଶ୍ବରରେ ୨ ଦିନିଆ ଡଲଫିନ ଗଣନା ଶେଷ

ବାଲେଶ୍ଵର ଜିଲ୍ଲାରେ ଦୁଇଦିନିଆ ଡଲଫିନ ଗଣନା ଶେଷ ହୋଇଛି। ଗଣନାର ପ୍ରଥମ ଦିନ ଦୁଇଟି ଟିମ ଜଳେଶ୍ବର ଓ ବାଲେଶ୍ଵର ରେଞ୍ଜରେ ଡଲଫିନ ଗଣନା କରିଥିଲେ। ଜିଲ୍ଲାର ବୁଢାବଳଙ୍ଗରୁ ସୁବର୍ଣ୍ଣରେଖା ମୁହାଣ, ସୁବର୍ଣ୍ଣରେଖା ମୁହାଣରୁ ବେଙ୍ଗଲ ସୀମା ପର୍ଯ୍ୟନ୍ତ ଏବଂ ବୁଢାବଳଙ୍ଗରୁ ଇରମ ପର୍ଯ୍ୟନ୍ତ ସମୁଦ୍ରରେ ଡଲଫିନ ଗଣନା କରାଯାଇଥିଲା । ଅଧିକ ପଢନ୍ତୁ

VBalasore district
Balasore district
author img

By

Published : Dec 21, 2021, 8:02 PM IST

ବାଲେଶ୍ବର: ବାଲେଶ୍ଵର ଜିଲ୍ଲାରେ ଦୁଇଦିନିଆ ଡଲଫିନ ଗଣନା ଶେଷ ହୋଇଛି । ଗଣନାର ପ୍ରଥମ ଦିନ ଦୁଇଟି ଟିମ ଜଳେଶ୍ବର ଓ ବାଲେଶ୍ଵର ରେଞ୍ଜରେ ଡଲଫିନ ଗଣନା କରିଥିଲେ । ଜିଲ୍ଲାର ବୁଢାବଳଙ୍ଗରୁ ସୁବର୍ଣ୍ଣରେଖା ମୁହାଣ, ସୁବର୍ଣ୍ଣରେଖା ମୁହାଣରୁ ବେଙ୍ଗଲ ସୀମା ପର୍ଯ୍ୟନ୍ତ ଏବଂ ବୁଢାବଳଙ୍ଗରୁ ଇରମ ପର୍ଯ୍ୟନ୍ତ ସମୁଦ୍ରରେ ଡଲଫିନ ଗଣନା କରାଯାଇଥିଲା ।

ଏଥିପାଇଁ ୧୦ ଜଣିଆ ଦୁଇଟି ଟିମ ଗଠନ କରାଯାଇଥିଲା। ଜଳେଶ୍ବର ଓ ବାଲେଶ୍ଵର ରେଞ୍ଜ ପାଇଁ ଦୁଇଟି ଟିମ ଗଠନ କରାଯାଇ ଗଣନାର ପ୍ରଥମ ଦିନରେ ବୁଢାବଳଙ୍ଗ ମୁହାଣରୁ ସୁବର୍ଣ୍ଣରେଖା ମୁହାଣ ପର୍ଯ୍ୟନ୍ତ ବାଲେଶ୍ଵର ଟିମ ଏବଂ ସୁବର୍ଣ୍ଣରେଖା ମୁହାଣରୁ ଉଦୟପୁରରେ ଜଳେଶ୍ବର ଟିମ ଗଣନା କରିଥିଲେ । ବିଭାଗୀୟ ଟ୍ରଲର ଓ ଗୋଟିଏ ଭଡା ଟ୍ରଲର ମାଧ୍ୟମରେ ଟିମ ସମୁଦ୍ର ଭିତରକୁ ଯାଇ କ୍ୟାମେରା ଓ ବାଇନାକୁଲାର ମାଧ୍ୟମରେ ଡଲଫିନ ଗଣନା କରିଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.