ETV Bharat / state

4 ଫୁଟିଆ ବିରଳ ଦୁଧିଆବୋଡ଼ା ସାପ ଉଦ୍ଧାର - balesore

ବିରଳ 4 ଫୁଟିଆ ଦୁଧିଆବୋଡ଼ା ସାପ ଉଦ୍ଧାର । ବାଲେଶ୍ବର ନୀଳଗିରି ଅଞ୍ଚଳ ପଞ୍ଚଲିଙ୍ଗେଶ୍ବରର ଏକ ଦୋକାନ ଭିତରେ ସାପଟି ପଶି ଯାଇଥିଲା । ପରେ ଟୁରିଷ୍ଟ ଗାଇଡ଼ ମନୋରଞ୍ଜନ ଦାସ ସାପଟିକୁ ଉଦ୍ଧାର କରି ଦେବଗିରି ଜଙ୍ଗଲରେ ଛାଡିଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Jun 27, 2019, 3:01 PM IST

Updated : Jun 27, 2019, 3:50 PM IST

ବାଲେଶ୍ଵର: ନୀଳଗିରି ଅଞ୍ଚଳରୁ ଏକ ବିରଳ ପ୍ରଜାତି ତଥା ଲୋପ ପାଉଥିବା ଏକ 4 ଫୁଟିଆ ଦୁଧିଆବୋଡା ସାପ ଉଦ୍ଧାର କରାଯାଇଥିବା ଜଣାପଡିଛି ।

ପଞ୍ଚଲିଙ୍ଗେଶ୍ୱରର ଏକ ଦୋକାନ ଭିତରେ ଏକ ସାପ ପଶିଯିବାରୁ ଦୋକାନୀ ଭୟଭୀତ ହୋଇଯାଇଥିଲେ । ତାହା କେଉଁ ପ୍ରଜାତିର ସାପ ବୋଲି ଦୋକାନୀ କି ସେଠାରେ ଥିବା ଲୋକମାନେ ମଧ୍ୟ ଜାଣି ପାରିନଥିଲେ। ସାପକୁ ଦୋକାନ ଭିତରୁ କାଢ଼ିବା ପାଇଁ ଦୋକାନୀ ଟୁରିଷ୍ଟ ଗାଇଡ଼ଙ୍କୁ ଖବର ଦେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଗାଇଡ଼ ମନୋରଞ୍ଜନ ଦାସ ସେଠାରେ ପହଞ୍ଚି ସାପଟିକୁ ଉଦ୍ଧାର କରି ଦେବଗିରି ଜଙ୍ଗଲରେ ଛାଡିଥିବା ଜଣାପଡିଛି । ଏହି ସାପ ବଂଶ ଏବେ ଲୋପ ପାଉଥିବା ଯୋଗୁଁ ଏହା ଏବେ ବିରଳ ସଦୃଶ ବୋଲି ଜଣାପଡିଛି ।

ବଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ଵର ଜିଲ୍ଲା ନୀଳଗିରି ଅଂଚଳରୁ ଏକ ବିରଳ ପ୍ରଜାତି ତଥା ଲୋପ ପାଉଥିବା ଏକ 4 ଫୁଟିଆ ଦୁଧିଆବୋଡା ସାପ ଉଦ୍ଧାର କରାଯାଇଥିବା ଜଣାପଡିଛି।

Body:ପଞ୍ଚଲିଙ୍ଗେଶ୍ୱରର ଏକ ଦୋକାନ ଭିତରେ ଏକ ସାପ ପଶି ଯିବାରୁ ଦୋକାନୀ ଭୟଭୀତ ହୋଇଯାଇଥିଲେ। ତାହା କେଉଁ ପ୍ରଜାତିର ସାପ ବୋଲି ଦୋକାନୀ କି ସେଠାରେ ଥିବା ଲୋକମାନେ ମଧ୍ୟ ଜାଣି ପାରିନଥିଲେ। ସାପକୁ ଦୋକାନ ଭିତରୁ କାଢ଼ିବା ପାଇଁ ଦୋକାନୀ ଟୁରିଷ୍ଟ ଗାଇଡ଼ଙ୍କୁ ଖବର ଦେଇଥିଲେ।
Conclusion:
ଗାଇଡ଼ ମନରଞ୍ଜନ ଦାସ ସେଠାରେ ପହଞ୍ଚି ସାପଟି କୁ ଉଦ୍ଧାର କରି ଦେବଗିରି ଜଙ୍ଗଲରେ ଛାଡିଥିବା ଜଣାପଡିଛି। ଏହି ସାପ ବଂଶ ଏବେ ଲୋପ ପାଉଥିବା ଯୋଗୁଁ ଏହା ଏବେ ବିରଳ ସଦୃଶ ବୋଲି ସୂଚନା ମିଳିଛି।
Last Updated : Jun 27, 2019, 3:50 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.