ETV Bharat / state

ବାଲେଶ୍ବରରେ ଚାଞ୍ଚଲ୍ୟ, ମେଡିକାଲରେ ରୋଗୀର ଆତ୍ମହତ୍ୟା - balasore medical

ବାଲେଶ୍ବର ମୁଖ୍ୟ ଡାକ୍ତରଖାନାରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ମେଡିକାଲର ମାନସିକ ବିକୃତି ୱାର୍ଡରେ ଥିବା ଶୌଚାଳୟରୁ ମୃତହେଦ ଉଦ୍ଧାର କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : May 1, 2019, 2:53 PM IST

ବାଲେଶ୍ବର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଞ୍ଚଲ୍ୟ । ମାନସିକ ବିକୃତି ୱାର୍ଡରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକଙ୍କ ନାମ ସୁବାଷ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁଯାୟୀ, ଗତ କିଛି ଦିନ ତଳେ ସୁବାଷ ଆସାମରୁ ଟ୍ରେନରୁ ଆସୁଥିବାବେଳେ ବାଲେଶ୍ବର ଷ୍ଟେସନରେ ଟ୍ରେନରୁ ଖସିପଡିଥିଲେ । ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଗତକାଲି ରାତିରେ ୱାର୍ଡ ବାହାରେ ଥିବା ଶୌଚାଳୟ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ସୁବାଷଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳି ପାରିନାହିଁ । ତେବେ ମେଡିକାଲ ଭିତରେ ଜଣେ ରୋଗୀ ଆତ୍ମହତ୍ୟା କରିବା ମେଡିକାଲ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ପ୍ରତି ଆଙ୍ଗୁଳି ନିର୍ଦେଶ କରୁଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

shreemayee

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.