ETV Bharat / state

ସାଢେ ଆଠ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଦୁଇ ମହିଳା ଗିରଫ

author img

By

Published : Nov 17, 2020, 7:34 PM IST

ସାଢେ ଆଠ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ । ଦୁଇଜଣ ମହିଳା ବ୍ରାଉନ ସୁଗର ବେପାରୀଙ୍କୁ ଗିରଫ କରିଛି ବାଲେଶ୍ଵର ସହଦେବ ଖୁଣ୍ଟା ପୋଲିସ । ଅଧିକ ପଢନ୍ତୁ...

8 laksh brownsuger seize in balsore two women arrested
ସାଢେ ଆଠ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଦୁଇ ମହିଳା ଗିରଫ

ବାଲେଶ୍ବର: ସାଢେ ଆଠ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ । ଏହା ସହ ଦୁଇଜଣ ମହିଳା ବ୍ରାଉନ ସୁଗର ବେପାରୀଙ୍କୁ ଗିରଫ କରିଛି ବାଲେଶ୍ଵର ସହଦେବ ଖୁଣ୍ଟା ପୋଲିସ।

ଦୁଇଟି ପୃଥକ୍ ମାମଲାରେ ଦୁଇ ମହିଳାଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ 85 ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି। ଜବତ ବ୍ରାଉନ ସୁଗରର ମୂଲ୍ୟ 8 ଲକ୍ଷ 50 ହଜାର ଟଙ୍କା ହେବ। ଏହାସହ ଗିରଫ ମହିଳାଙ୍କ ନିକଟରୁ 18 ହଜାର 700 ଟଙ୍କା ଜବତ କରାଯାଇଛି। ଗିରଫ ମହିଳା ଦୁଇଜଣ ଅରଡ଼ ବଜାର ଅଞ୍ଚଳର ରୋଜିନା ବିବି ଓ ସୋହେଲା ବିବି ବୋଲି ଜଣାପଡିଛି। ଉଭୟ ମହିଳା ଜଳେଶ୍ବର ଅଞ୍ଚଳରୁ ବ୍ରାଉନସୁଗର ଆଣି ବାଲେଶ୍ଵରରେ ବ୍ୟବସାୟ କରୁଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.