ETV Bharat / state

ବାଲିଆପାଳରୁ 6 ନାବାଳକ ଶ୍ରମିକ ଉଦ୍ଧାର

author img

By

Published : Aug 8, 2019, 8:52 PM IST

ବାଲେଶ୍ଵର ଶ୍ରମ ଅଫିସ ଏବଂ ଚାଇଲ୍ଡ ଲାଇନର ମିଳିତ ଚଢାଉ । ଚଢ଼ାଉରେ କାଳିପଦା ବଜାରରୁ ୨ଜଣ ଏବଂ ବାଲିଆପାଳ ବଜାରରୁ ୪ ଜଣ ନାବାଳକ ଶ୍ରମିକ ଉଦ୍ଧାର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ଵର: ବାଲିଆପାଳରେ ବାଲେଶ୍ଵର ଲେବର ଅଫିସ ଏବଂ ଚାଇଲ୍ଡ ଲାଇନର ମିଳିତ ଆନୁକୁଲ୍ୟରେ ବିଭିନ୍ନ ହୋଟେଲ, ଗ୍ୟାରେଜ, ମାଛ ମାର୍କେଟ ଉପରେ ଅତର୍କିତ ଚଢ଼ାଉ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଚଢ଼ାଉରେ କାଳିପଦା ବଜାରରୁ ୨ଜଣ ଏବଂ ବାଲିଆପାଳ ବଜାରରୁ ୪ ଜଣ ନାବାଳକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର କରିଯାଇଥିବା ପିଲାମାନଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କ ନିକଟକୁ ପଠାଯିବାର ବ୍ୟବସ୍ଥା ରହିଛି । ଉଭୟ ସଂସ୍ଥା ପକ୍ଷରୁ ୧୮ ବର୍ଷରୁ କମ ପିଲା ମାନଙ୍କୁ କୌଣସି କାମରେ ନ ଲଗାଇବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲା ବାଲିଆପାଳ ଠାରେ ବାଲେଶ୍ଵର ଲେବର ଅଫିସ ଏବଂ ଚାଇଲ୍ଡ ଲାଇନ ମିଳିତ ଆନୁକୁଲ୍ୟରେ ବାଲିଆପାଳ ର ବିଭିନ୍ନ ହୋଟେଲ, ଗେରେଜ , ମାଛ ମାର୍କେଟ ଉପରେ ଅତର୍କିତ ଚଢ଼ାଉ କରାଯାଇଥିଲା। ଚଢ଼ାଉ ରେ କାଳିପଦା ବଜାର ରୁ ୨ଜଣ ଏବଂ ବାଲିଆପାଳ ବଜାର ରୁ ୪ ଜଣ ନାବାଳକ ଙ୍କୁ ଉଦ୍ଧାର କରାଯାଇଛି। ଉକ୍ତ ପିଲା ମାନଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କ ନିକଟକୁ ପଠାଯିବାର ବ୍ୟବସ୍ଥା ରହିଛି। ଉଭୟ ସଂସ୍ଥା ପଖ୍ଯରୁ ୧୮ ବର୍ଷରୁ କମ ପିଲା ମାନଙ୍କୁ କୋୖଣସି କାମରେ ନଲଗାଇବାକୁ ଜନସାଧାରଣ ଙ୍କୁ ପରାମର୍ଶ ଦିଆଯାଇଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.