ETV Bharat / state

ଜଙ୍ଗଲରେ ବେଆଇନ ଶିକାର କରି 5 ଶିକାରୀ ଗିରଫ

author img

By

Published : Apr 6, 2020, 9:01 PM IST

ନୀଳଗିରି କୁଳଡ଼ିହା ଅଭୟାରଣ୍ୟ ଭିତରେ ବନ ବିଭାଗ ପେଟ୍ରୋଲିଂ କରୁଥିବା ବେଳେ 5 ଜଣ ଶିକାରୀଙ୍କୁ ଗିରଫ କରିଛି।

balesore latest news, hunter arrested for illegal hunting, hunter arrested from balesore, balesore forest department, ବେଆଇନ ଶିକାର କରି ଶିକାରୀ ଗିରଫ, ବାଲେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ବାଲେଶ୍ବରରୁ ଶିକାରୀ ଗିରଫ, ବାଲେଶ୍ବର ବନ ବିଭାଗ
ଜଙ୍ଗଲରେ ବେଆଇନ ଶିକାର କରି 5 ଶିକାରୀ ଗିରଫ

ବାଲେଶ୍ବର: ନୀଳଗିରି କୁଳଡ଼ିହା ଅଭୟାରଣ୍ୟ ଭିତରେ ବନ ବିଭାଗ ପାଟ୍ରୋଲିଂ କରୁଥିବା ବେଳେ 5 ଜଣ ଶିକାରୀଙ୍କୁ ଗିରଫ କରିଛି । ଶିକାରୀମାନେ ଶିକାର କରୁଥିବା ବେଳେ ବନବିଭାଗ ହାତରେ ଧରାପଡିଥିବା ଜଣାପଡିଛି।

ଜଙ୍ଗଲରେ ବେଆଇନ ଶିକାର କରି 5 ଶିକାରୀ ଗିରଫ

ସେମାନଙ୍କ ପାଖରୁ ଦୁଇଟି ଦେଶୀ ବନ୍ଧୁକ, ଗୋଟିଏ ମୃତ ଗୁରାଣ୍ଡି, କଟୁରୀ, ଛୁରୀ ଆଦି ଜବତ କରାଯାଇଛି । ତେବେ ଗିରଫ ଶିକାରୀମାନେ ହେଲେ ମୁନା ସିଂ, ଲକ୍ଷ୍ମୀଧର ସିଂ, ସମାରି ସିଂ, ଦୁଖିଆ ମୁର୍ମୁ ଓ ଗଲୁ ସିଂ । ଏହାସହ ସେମାନଙ୍କ ପାଖରୁ ଗୁରାଣ୍ଡି ମାଂସ ମଧ୍ୟ ଜବତ ହୋଇଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.