ETV Bharat / state

3 ହଜାର ଲିଟର ଦେଶୀ ମଦ ଜବତ, ଜଣେ ଗିରଫ

author img

By

Published : May 14, 2021, 12:21 PM IST

ପୁରୁଣା ବାଲେଶ୍ଵର ଅଞ୍ଚଳରୁ ଏକ ଗାଡ଼ିରେ ଦେଶୀ ମଦ ଭର୍ତ୍ତି କରି ଭଦ୍ରକ ଚାଲାଣ କରାଯାଉଥିଲା ସମୟରେ ସୋର ଅବକାରୀ ବିଭାଗର ଚଢାଉ । 3 ହଜାର ଲିଟର ଦେଶୀମଦ ଜବତ, ଜଣେ ଗିରଫ । ଅଧିକ ପଢନ୍ତୁ...

3 ହଜାର ଲିଟର ଦେଶୀ ମଦ ଜବତ, ଜଣେ ଗିରଫ
3 ହଜାର ଲିଟର ଦେଶୀ ମଦ ଜବତ, ଜଣେ ଗିରଫ3 ହଜାର ଲିଟର ଦେଶୀ ମଦ ଜବତ, ଜଣେ ଗିରଫ

ବାଲେଶ୍ଵର: ସୋର ଅବକାରୀ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ, ପୁରୁଣା ବାଲେଶ୍ଵର ଅଞ୍ଚଳରୁ ଏକ ଗାଡ଼ିରେ ଦେଶୀ ମଦ ଭର୍ତ୍ତି କରି ଭଦ୍ରକ ଚାଲାଣ କରାଯାଉଥିଲା ।

3 ହଜାର ଲିଟର ଦେଶୀ ମଦ ଜବତ, ଜଣେ ଗିରଫ

ଏନେଇ ଅବକାରୀ ବିଭାଗ ଖବର ପାଇ ଗାଡିକୁ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଗାଡିଟି ଦ୍ରୁତ ଗତିରେ ମାଡି ଯାଇଥିବା ହେତୁ ମୁରୁଣା ଠାରେ ଅବକାରୀ ବିଭାଗ ଗାଡିକୁ ଅଟକାଇବାରେ ସଫଳ ହୋଇଥିଲା । ତେବେ ଗାଡିରୁ 3 ହଜାର ଲିଟର ଦେଶୀମଦ ଜବତ କରାଯିବା ସହ ଗାଡିକୁ ସିଜ କରାଯାଇ ଡ୍ରାଇଭର ରାଜୁ ଚୌଧୁରୀଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।

ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.