ETV Bharat / state

ଭାରସାମ୍ୟ ହରାଇ ଓଲଟିଲା କାର, ଚାଲିଗଲା 3 ଜୀବନ

ବାଲେଶ୍ବର 16 ନମ୍ବର ଜାତୀୟ ରାଜପଥ ବିର୍ଲା ଟାୟାର୍ସ ନିକଟରେ ଓଲଟିଲା କାର୍ । 3 ମୃତ,2 ଗୁରୁତର । ଅଧିକ ପଢନ୍ତୁ...

author img

By

Published : May 15, 2021, 12:05 PM IST

Updated : May 15, 2021, 12:14 PM IST

ଭାରସାମ୍ୟ ହରାଇ ଓଲଟିଲା କାର୍ 3 ମୃତ,2 ଗୁରୁତର

ବାଲେଶ୍ବର: ଭାରସାମ୍ୟ ହରାଇ ଓଲଟିଲା କାର୍ । ଏଥିରେ 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି । ଏଭଳି ଏକ ଘଟଣା ଘଟିଛି ବାଲେଶ୍ବର ଜାତୀୟ ରାଜପଥ ବିର୍ଲା ଟାୟାର ନିକଟରେ ।

ଭାରସାମ୍ୟ ହରାଇ ଓଲଟିଲା କାର, ଚାଲିଗଲା 3 ଜୀବନ

ଶୁକ୍ରବାର ବିଳମ୍ବିତ ରାତିରେ ବାରିପଦା ତୁଳସୀ ଚଉରା ଅଞ୍ଚଳରୁ ପାଞ୍ଚ ଜଣ ଏକ କାରରେ ଭୁବନେଶ୍ବରକୁ ରୋଗୀ ଦେଖିବା ପାଇଁ ଯାଉଥିବା ବେଳେ କାରଟି ଭାରସାମ୍ୟ ହରାଇ ବାଲେଶ୍ବର 16 ନମ୍ବର ଜାତୀୟ ରାଜପଥ ବିର୍ଲା ଟାୟାର୍ସ ନିକଟରେ ଓଲଟି ପଡିଥିଲା । ଫଳରେ ଏକ ଆମ୍ବୁଲାନ୍ସ ଯୋଗେ ସେମାନେ ଜିଲ୍ଲା ମେଡିକାଲକୁ ନିଆଯାଇଥିଲା, ହେଲେ ତିନି ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : May 15, 2021, 12:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.