ETV Bharat / state

ବାଲେଶ୍ୱରରେ ଆଉ 24 ଘଣ୍ଟା ବଢିଲା କର୍ଫ୍ୟୁ

author img

By

Published : May 13, 2020, 11:05 PM IST

ବାଲେଶ୍ୱରରେ ଆଉ 24 ଘଣ୍ଟା ବଢିଲା କର୍ଫ୍ୟୁ ଅବଧି । ଗୁରୁବାର ପ୍ରବାସୀଙ୍କୁ ନେଇ ଆଉ ଦୁଇଟି ସ୍ୱତନ୍ତ୍ର ଟ୍ରେନ ବାଲେଶ୍ୱରକୁ ଆସୁଥିବାରୁ କର୍ଫ୍ୟୁ ଲାଗୁ କରାଯାଇଥିବା ଜଣାପଡିଛି। ଅଧିକ ପଢନ୍ତୁ..

od_ bls_ 24 hours curfew
ବାଲେଶ୍ୱରରେ ଆଉ 24 ଘଣ୍ଟା ବଢିଲା କର୍ଫ୍ୟୁ

ବାଲେଶ୍ଵର: ସହରରେ ଲାଗୁ ଥିବା 24 ଘଣ୍ଟିଆ କର୍ଫ୍ୟୁ ବୃଦ୍ଧି କରାଯାଇଛି । କର୍ଫ୍ୟୁର ଅବଧି ଆଉ 24 ଘଣ୍ଟା ବୃଦ୍ଧି କରାଯାଇଛି । ପୂର୍ବରୁ 12 ତାରିଖ ରାତି 12ଟାରୁ 13 ତାରିଖ ରାତି 12ଟା ଯାଏ କର୍ଫ୍ୟୁ ଲାଗୁ ହୋଇଥିଲା। ଏବେ 14 ତାରିଖ ରାତି 12 ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ।

od_ bls_ 24 hours curfew
ବାଲେଶ୍ୱରରେ ଆଉ 24 ଘଣ୍ଟା ବଢିଲା କର୍ଫ୍ୟୁ

ବାଲେଶ୍ୱରର ଓଟି ରୋଡ଼ ଲକ୍ଷ୍ମୀ ନାରାୟଣ ମନ୍ଦିର ଛକରୁ ସହଦେଵଖୁଣ୍ଟା ସୁରଜ ହୋଟେଲ ଯାଏଁ ରାସ୍ତାରେ କର୍ଫ୍ୟୁ ଲାଗିବ। ଓଟି ରୋଡ଼ର ଉଭୟ ପାର୍ଶ୍ଵ ସମେତ ଷ୍ଟେସନ ଛକରୁ ଷ୍ଟେସନ ଯାଏ କର୍ଫ୍ୟୁ ଜାରି କରାଯାଇଛି । ଏହାସହ ସହରର ସମସ୍ତ ପ୍ରବେଶପଥ ମଧ୍ୟ ବନ୍ଦ କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଗୁରୁବାର ପ୍ରବାସୀଙ୍କୁ ନେଇ ଆଉ ଦୁଇଟି ସ୍ୱତନ୍ତ୍ର ଟ୍ରେନ ବାଲେଶ୍ୱରରେ ପହଞ୍ଚିବ । ଏଥିପାଇଁ କର୍ଫ୍ୟୁ ଲାଗୁ କରାଯାଇଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.