ETV Bharat / state

ବ୍ୟାସକବିଙ୍କ 178ତମ ଜୟନ୍ତୀ: ଶ୍ରଦ୍ଧାଞ୍ଜଳିରେ ଚକ୍ ଖଡି କଳାକୃତି - ଫକୀର ମୋହନ ସେନାପତିଙ୍କ 178ତମ ଜନ୍ମ ଜୟନ୍ତୀ

ଜିଲ୍ଲାର ଗର୍ବ ଫକୀର ମୋହନ ସେନାପତିଙ୍କ କ୍ଷୁଦ୍ରତମ କଳାକୃତ୍ତି କରି ଯୁବ ଭାସ୍କର୍ଯ୍ୟ ଶିଳ୍ପୀ ସଞ୍ଜୟ କୁମାର ରାଉଳ ଏବେ ଚର୍ଚ୍ଚାରେ । ଚକ ଖଡିରେ ଫକୀର ମୋହନଙ୍କ ପ୍ରତିମୂର୍ତ୍ତି ତିଆରି କରି ସେ ସାଉଁଟିଛନ୍ତି ଅନେକ ପ୍ରଶଂସା । ଅଧିକ ପଢନ୍ତୁ...

178th Birth anniversary of fakir mohan senapati, balesore latest news, statue of odisha's vyasa kabi on chalk, ଚକ ଖଡିରେ ଓଡିଶାର ବ୍ୟାସକବି, ଫକୀର ମୋହନ ସେନାପତିଙ୍କ 178ତମ ଜନ୍ମ ଜୟନ୍ତୀ, ବାଲେଶ୍ବର ଲାଟେଷ୍ଟ ନ୍ୟୁଜ୍‌
ବ୍ୟାସକବିଙ୍କ 178ତମ ଜନ୍ମ ଜୟନ୍ତୀ: ଶ୍ରଦ୍ଧାଞ୍ଜଳୀରେ ଚକ ଖଡିରେ ପ୍ରତିମୂର୍ତ୍ତୀ
author img

By

Published : Jan 13, 2020, 10:45 PM IST

ବାଲେଶ୍ବର: ଜିଲ୍ଲାର ଗର୍ବ ଫକୀର ମୋହନ ସେନାପତିଙ୍କ କ୍ଷୁଦ୍ରତମ କଳାକୃତ୍ତି କରି ଯୁବ ଭାସ୍କର୍ଯ୍ୟ ଶିଳ୍ପୀ ସଞ୍ଜୟ କୁମାର ରାଉଳ ଏବେ ପାଲଟିଛନ୍ତି ଚର୍ଚ୍ଚାର ବିନ୍ଦୁ । ଚକ ଖଡିରେ ଫକୀର ମୋହନଙ୍କ ପ୍ରତିମୂର୍ତ୍ତି ତିଆରି କରି ସେ ସାଉଁଟିଛନ୍ତି ଅନେକ ପ୍ରଶଂସା । ଓଡିଆ ଭାଷାକୁ ସ୍ବତନ୍ତ୍ରତା ପ୍ରଦାନ ବିପ୍ଳବରେ ଫକୀର ମୋହନ ସେନାପତିଙ୍କ ଅବଦାନକୁ ଆଖିରେ ରଖି ଚକରେ ତାଙ୍କର ପ୍ରତିମୂର୍ତ୍ତି ତିଆରି କରି ଶ୍ରଦ୍ଧାଞ୍ଜଳି ଦେଇଥିବା ପ୍ରକାଶ କରିଛନ୍ତି ସଞ୍ଜୟ ।

ବ୍ୟାସକବିଙ୍କ 178ତମ ଜନ୍ମ ଜୟନ୍ତୀ: ଶ୍ରଦ୍ଧାଞ୍ଜଳୀରେ ଚକ ଖଡିରେ ପ୍ରତିମୂର୍ତ୍ତୀ

କୋଲକାତାରୁ ଭାସ୍କର୍ଯ୍ୟ କଳାରେ ପିଜି କରିବା ପରେ ସଞ୍ଜୟ ଏବେ ବାଲେଶ୍ଵର ଚାରୁ ଓ କାରୁକଳା କଲେଜରେ ଅତିଥି ଅଧ୍ୟାପକ ଭାବେ କାର୍ଯ୍ୟ କରୁଛନ୍ତି । ମକର ସଂକ୍ରାନ୍ତିରେ ଫକୀର ମୋହନଙ୍କ 178ତମ ଜୟନ୍ତୀ ପାଳନ ହେବାକୁ ଥିବା ବେଳେ ଏହି କଳାକୃତି ମାଧ୍ୟମରେ ସଞ୍ଜୟ ଫକୀର ମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିବା କହିଛନ୍ତି।

ଆଗକୁ ଆହୁରି ମହାପୁରୁଷଙ୍କ ପ୍ରତିମୂର୍ତ୍ତି ତିଆରି କରିବା ସହ ଭାସ୍କର୍ଯ୍ୟ କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେବେ ବୋଲି ସଞ୍ଜୟ କହିଛନ୍ତି । ତେବେ ସଞ୍ଜୟଙ୍କ ଏହି କଳାକୃତି ସମ୍ପର୍କରେ ତାଙ୍କ ସହ ଆମ ପ୍ରତିନିଧି ଅଧିକ ଆଲୋଚନା କରିଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ଵରର ଗର୍ବ ଫକୀର ମୋହନ ସେନାପତିଙ୍କ କ୍ଷୁଦ୍ରତମ କଳାକୃତ୍ତି କରି ଯୁବ ଭାସ୍କର୍ଯ୍ୟ ଶିଳ୍ପୀ ସଞ୍ଜୟ କୁମାର ରାଉଳ ଚର୍ଚ୍ଚାର ପରିସରକୁ ଆସିଛନ୍ତି।

Body:ଚକ ଖଡ଼ି ରେ ଫକୀର ମୋହନ ଙ୍କ ପ୍ରତିମୂର୍ତ୍ତି ତିଆରି କରି ସେ ସାଉଁଟିଛନ୍ତି ଅନେକ ପ୍ରଶଂସା। କଲିକତାରୁ ଭାସ୍କର୍ଯ୍ୟ କଳା ରେ ପିଜି କରିବା ପରେ ସଂଜୟ ଏବେ ବାଲେଶ୍ଵର ଚାରୁ ଓ କାରୁକଳା କଲେଜରେ ଅତିଥି ଅଧ୍ୟାପକ ଭାବେ କାର୍ଯ୍ୟ କରୁଛନ୍ତି। ମକର ସଂକ୍ରାନ୍ତି ରେ ଫକୀର ମୋହନ ଙ୍କ 178 ତମ ଜୟନ୍ତୀ ପାଳନ ହେବାକୁ ଥିବା ବେଳେ ସଂଜୟ ଏମିତି ଏକ କୃତି ତିଆରି କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିବା କହିଛନ୍ତି।

Conclusion:ଆଗକୁ ଆହୁରି ମହାପୁରୁଷଙ୍କ ପ୍ରତିମୂର୍ତ୍ତି ତିଆରି କରିବା ସହ ଭାସ୍କର୍ଯ୍ୟ କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେବେ ବୋଲି ସଂଜୟ କହିଛନ୍ତି। ତେବେ ସଞ୍ଜୟଙ୍କ ଏହି କଳାକୃତି ସମ୍ପର୍କରେ ତାଙ୍କ ସହ ଆମେ ଅଧିକ ଆଲୋଚନା କରିଥିଲୁ।
one to one
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.