ETV Bharat / state

ବାଲେଶ୍ଵରରେ 10 ଶିଶୁ କୋରୋନା ପଜିଟିଭ - ବାଲେଶ୍ଵରରେ 10 ଶିଶୁ କୋରୋନା ପଜିଟିଭ

କୋଭିଡ ରିପୋର୍ଟରେ ପୁଣି ଚିନ୍ତାଜନକ ତଥ୍ୟ । ରାଜ୍ୟରେ ଏବେ ଶତାଧିକ ଶିଶୁ ଓ କିଶୋର କୋରୋନାରେ ଆକ୍ରାନ୍ତ ହେଉଥିବା ବେଳେ ବାଲେଶ୍ବର ଜିଲ୍ଲାରେ 10ଜଣ ଶିଶୁ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଅଧିକ ପଢନ୍ତୁ...

ବାଲେଶ୍ଵରରେ 10 ଶିଶୁ କୋରୋନା ପଜିଟିଭ
ବାଲେଶ୍ଵରରେ 10 ଶିଶୁ କୋରୋନା ପଜିଟିଭ
author img

By

Published : Aug 26, 2021, 2:20 PM IST

ବାଲେଶ୍ବର: କୋଭିଡ ରିପୋର୍ଟରେ ପୁଣି ଚିନ୍ତାଜନକ ତଥ୍ୟ । ରାଜ୍ୟରେ ଏବେ ଶତାଧିକ ଶିଶୁ ଓ କିଶୋର କୋରୋନାରେ ଆକ୍ରାନ୍ତ ହେଉଥିବା ବେଳେ ବାଲେଶ୍ବର ଜିଲ୍ଲାରେ 10ଜଣ ଶିଶୁ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଶିଶୁମାନଙ୍କ ଠାରେ ପ୍ରଥମେ କୋରୋନା ଲକ୍ଷଣ ଦେଖା ଯିବାରୁ ସେମାନଙ୍କର ପରୀକ୍ଷା କରାଯାଇଥିଲା, ଯାହାର ରିପୋର୍ଟ ପଜିଟିଭ ଆସିଛି ।

ବାଲେଶ୍ଵରରେ 10 ଶିଶୁ କୋରୋନା ପଜିଟିଭ

ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟର ଏସଏନସିୟୁରେ 4 ଜଣ ଶିଶୁ ଓ ଅନ୍ୟ 6 ଜଣ ଶିଶୁଙ୍କୁ ରେଡକ୍ରସ୍ କେବିନରେ ଚିକିତ୍ସା କରାଯାଉଛି। ଚିକିତ୍ସିତ ଶିଶୁମାନେ ସେତେଟା ଗୁରୁତର ନଥିବା ସିଡିଏମଓ କହିଛନ୍ତି। 15 ଦିନ ଧରି ଯଦି ଏମିତି ଶିଶୁମାନଙ୍କ ମଧ୍ୟରେ କୋରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଏ ତେବେ ଏହାକୁ ନେଇ ତର୍ଜମା କରାଯିବ ବୋଲି ସୂଚନା ମିଳିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.