ETV Bharat / state

ବଲାଙ୍ଗୀରର ସଙ୍ଗରୋଧ କେନ୍ଦ୍ରରେ ପ୍ରେମୀ ଯୁଗଳଙ୍କ ଭିଡିଓ ଭାଇରାଲ

author img

By

Published : Jul 13, 2020, 5:26 PM IST

ଘରୁ ଫେରାର ହୋଇଯାଇଥିବା ଏକ ପ୍ରେମୀ ଯୁଗଳ କୋରୋନା ସମୟରେ ଗାଁକୁ ଫେରିଛନ୍ତି । ହେଲେ ସଙ୍ଗରୋଧ କେନ୍ଦ୍ରରେ ଉଭୟଙ୍କ ଭିଡିଓ ଭାଇରାଲ ହୋଇଛି । ଅଧିକ ପଢନ୍ତୁ...

ବଲାଙ୍ଗୀର ଏକ ସଙ୍ଗରୋଧ କେନ୍ଦ୍ରରେ ପ୍ରେମୀ ଯୁଗଳଙ୍କ ଭିଡିଓ ଭାଇରାଲ

ବଲାଙ୍ଗୀର: ବର୍ତ୍ତମାନ ଏକ ସଙ୍ଗରୋଧ କେନ୍ଦ୍ରରେ ପ୍ରେମୀ ଯୁଗଳଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ମୋବାଇଲ ରୁ ମୋବାଇଲ ବୁଲୁଥିବା ଏହି ଭିଡିଓରେ ପ୍ରେମୀ ଯୁଗଳ କୋଲାକୋଳି ହୋଇଥିବା ବେଳେ ତାଙ୍କୁ ପରିବାର ଅଲଗା କରୁଥିବାର ଦେଖିବାକୁ ମିଳିଛି।

ତେବେ ଏହି ଭିଡିଓଟି ବଲାଙ୍ଗୀର କୁସଙ୍ଗ ସଙ୍ଗରୋଧ କେନ୍ଦ୍ରର ବୋଲି କୁହାଯାଉଥିବା ବେଳେ ଦୁଇ ପ୍ରେମୀ ଯୁଗଳ ଲୋଇସିଂହା ଅଞ୍ଚଳର ବୋଲି କୁହାଯାଉଛି। ସେହିପରି ଏ ଦୁହେଁ ଗାଁରୁ ଫେରାର ମାରିଥିବା ବେଳେ କରୋନା କଟକଣା ପରେ ଗାଁକୁ ଫେରି ଏହି ସଙ୍ଗରୋଧ କେନ୍ଦ୍ରରେ ଥିଲେ।

ଯାହାର ଖବର ଝିଅ ଘର ଲୋକ ପାଇବା ପରେ ଝିଅକୁ ନେବାକୁ ଆସି ଥିବା ବେଳେ ଏହି ଘଟଣା ଘଟି ଥିଲା । ଯାହା ସ୍ପଷ୍ଟ ହୋଇ ନ ଥିଲେ ସୁଦ୍ଧା ଭିଡିଓ କିନ୍ତୁ ଏବେ ବେଶ ଭାଇରାଲ ହେବାରେ ଲାଗିଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.