ETV Bharat / state

ମଧ୍ୟାହ୍ନ ଭୋଜନ ଖାଇ 7 ଛାତ୍ର ଅସୁସ୍ଥ

ମଧ୍ୟାହ୍ନ ଭୋଜନ ଖାଇ 7 ଛାତ୍ର ଅସୁସ୍ଥ । ବଲାଙ୍ଗୀରର ବଙ୍ଗୋମୁଣ୍ଡା ବ୍ଲକ ଝଲପ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଘଟିଛି ଏ ଘଟଣା । ସମସ୍ତ ଅସୁସ୍ଥଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ବଲାଙ୍ଗୀର
author img

By

Published : Jul 18, 2019, 5:01 PM IST

ବଲାଙ୍ଗୀର : ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକ ଝଲପ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ 7 ଛାତ୍ର ଅସୁସ୍ଥ । ସମସ୍ତଙ୍କୁ ସ୍ଥାନୀୟ ସିନ୍ଧେକେଲା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଝଲପ ସ୍କୁଲରେ ମୋଟ 187 ଜଣ ଛାତ୍ରଛାତ୍ରୀ ପାଠ ପଢନ୍ତି। ତେବେ ଆଜି 160 ଜଣ ଛାତ୍ରଛାତ୍ରୀ ସ୍କୁଲକୁ ଆସିଥିଲେ ଓ ମଧ୍ୟାହ୍ନ ଭୋଜନ ଖାଇଥିଲେ। ମଧ୍ୟାହ୍ନ ଭୋଜନରେ ଅଣ୍ଡା ଏବଂ ଭାତ ଖାଇ 7 ଜଣ ଅସୁସ୍ଥ ଅନୁଭବ କରିଥିଲେ। ସଙ୍ଗେ ସଙ୍ଗେ ଅସୁସ୍ଥ ଛାତ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ବଲାଙ୍ଗୀର

ଅସୁସ୍ଥ ଛାତ୍ର ହେଉଛନ୍ତି ଆକାଶ ସାହୁ, କବିରାଜ ସାହୁ, ମନୋଜ ବାଗ, ସରୋଜ ବେହେରା, କୌତୁକ ପୁଟେଲ, ମନୋଜ ପୁଟେଲ,ନିଲୁ ସାହୁ । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଛାଡି ଦିଆଯାଇଥିଲା। ଅଣ୍ଡା ପାଇଁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି। ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବା କଥା ବୋଲି ଦାବି ହୋଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ମଧ୍ୟାହ୍ନ ଭୋଜନ ଖାଇ 7 ଛାତ୍ର ଅସୁସ୍ଥBody:ମଧ୍ୟାହ୍ନ ଭୋଜନ ଖାଇ 7 ଛାତ୍ର ଅସୁସ୍ଥ

ବଲାଂଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନ ଖାଇ 7 ଛାତ୍ର ଅସୁସ୍ଥ ହୋଇ ସିଂଧେକେଲା ଡ଼ାକ୍ତରଖାନା ରେ ଭର୍ତ୍ତି ହୋଇଥିଲେ। ସୂଚନା ରୁ ପ୍ରକାଶ ଯେ, ଝଲପ ସ୍କୁଲ ରେ 187 ଜଣ ଛାତ୍ରଛାତ୍ରୀ ପାଠ ପଢନ୍ତି। ତେବେ ଆଜି 160 ଜଣ ଛାତ୍ରଛାତ୍ରୀ ସ୍କୁଲ କୁ ଆସିଥିଲେ ଓ ମଧ୍ୟାହ୍ନ ଭୋଜନ ଖାଇ ଥିଲେ। ମଧ୍ୟାହ୍ନ ଭୋଜନ ରେ ଅଣ୍ଡା ଏବଂ ଭାତ ଖାଇ 7 ଜଣ ଅସୁସ୍ଥ ଅନୁଭବ କରିଥିଲେ। ଅସୁସ୍ଥ ଛାତ୍ର ଆକାଶ ସାହୁ,କବିରାଜ ସାହୁ,ମନୋଜ ବାଗ, ସରୋଜ ବେହେରା, କୌତୁକ ପୁଟେଲ, ମନୋଜ ପୁଟେଲ,ନିଲୁ ସାହୁ,କୁ ସିଂଧେକେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଛାଡି ଦିଆଯାଇଥିଲା। ଅଣ୍ଡା ପାଇଁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି। ବିଭାଗୀୟ ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେଇ ପଦେଖେପ ନେବା କଥା ବୋଲି ଦାବି ହେଉଛିConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.