ETV Bharat / state

ବଲାଙ୍ଗୀରରୁ ବିରଳ ବଜ୍ରକାପ୍ତା ଉଦ୍ଧାର

ବଲାଙ୍ଗୀର ସଇଁତଳା ନିକଟ ଏକ ବିଲରୁ ଦୁର୍ଲଭ ତଥା ଲୁପ୍ତପ୍ରାୟ ବଜ୍ରକାପ୍ତା ଉଦ୍ଧାର । ଅଧିକ ପଢନ୍ତୁ...

author img

By

Published : Jul 30, 2021, 9:14 AM IST

15 କେଜିର ଦୁର୍ଲଭ ବଜ୍ରକାପ୍ତା ଉଦ୍ଧାର
15 କେଜିର ଦୁର୍ଲଭ ବଜ୍ରକାପ୍ତା ଉଦ୍ଧାର

ବଲାଙ୍ଗୀର: ଜିଲ୍ଲାରେ ଏକ ଗାଁ ବିଲରୁ ଦୁର୍ଲଭ ତଥା ଲୁପ୍ତପ୍ରାୟ ବଜ୍ରକାପ୍ତା ଉଦ୍ଧାର ହୋଇଛି । ତେବେ ବଲାଙ୍ଗୀର ସଇଁତଳା ନିକଟ ବିଲ ମଧ୍ୟରେ ଏକ ବଜ୍ରକାପ୍ତା ବୁଲୁ ଥିବାର ଲୋକ ଦେଖିଥିଲେ । ଏନେଇ ସଇଁତଳା ବନ ବିଭାଗକୁ ସୂଚନା ଦେଇଥିଲେ ।

15 କେଜିର ଦୁର୍ଲଭ ବଜ୍ରକାପ୍ତା ଉଦ୍ଧାର

ଏହାପରେ ସଇଁତଳା ରେଞ୍ଜର ଓ ଅନ୍ୟ ବନ କର୍ମଚାରୀ ମାନେ ପହଞ୍ଚି ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ । ଉଦ୍ଧାର ବଜ୍ରକାପ୍ତାର ଓଜନ 15 କିଲୋ ଥିବା ବନ ବିଭାଗ କହିଥିବା ବେଳେ ଖାଦ୍ୟ ଅନ୍ୱେଷଣ ତଥା ଲଗାଣ ବର୍ଷା ପାଇଁ ବଜ୍ରକାପ୍ତାଟି ଗାଁ ପାଖକୁ ଚାଲି ଆସିଥିବା ବନବିଭାଗ ସୂଚନା ଦେଇଛି । ସେହିପରି ଉଦ୍ଧାର ବଜ୍ରକାପ୍ତାକୁ ନିକଟସ୍ଥ ବଡ଼ମାଳ ସଂରକ୍ଷିତ ଜଙ୍ଗଲରେ ଛଡାଯାଇଛି ।

ବଲାଙ୍ଗୀର ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.