ETV Bharat / state

‘ଗରିବ ଲୋକଙ୍କୁ ଖାଦ୍ୟ ଓ ବାସଗୃହ ଯୋଗାଇବା ମୋର ମୁଖ୍ୟ ଉଦ୍ଦେଶ୍ୟ’

ନିର୍ବାଚନ ଆସିଲେ ବିଭିନ୍ନ ନେତାଙ୍କର ଥାଏ ବିଭିନ୍ନ ପ୍ରତିଶୃତି । ଏନେଇ କଂଗ୍ରେସର ବିଧାୟକ ପ୍ରାର୍ଥୀ ନରସିଂହ ମିଶ୍ରଙ୍କୁ ନେତାଙ୍କୁ ପାଞ୍ଚୋଟି ପ୍ରଶ୍ନ କାର୍ଯ୍ୟକ୍ରମରେ ଆମେ ସ୍ବାଗତ କରିଥିଲୁ ଏବଂ ପଚାରି ବୁଝିଥିଲୁ ଆଗାମୀ ନିର୍ବାଚନକୁ ନେଇ କ’ଣ ରହିଛି ତାଙ୍କର ନିର୍ବାଚନୀ ମୁଦ୍ଦା ।

author img

By

Published : Apr 13, 2019, 11:08 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର: ନିର୍ବାଚନ ଆସିଲେ ବିଭିନ୍ନ ନେତାଙ୍କର ଥାଏ ବିଭିନ୍ନ ପ୍ରତିଶୃତି । ଏନେଇ କଂଗ୍ରେସର ବିଧାୟକ ପ୍ରାର୍ଥୀ ନରସିଂହ ମିଶ୍ରଙ୍କୁ ନେତାଙ୍କୁ ପାଞ୍ଚୋଟି ପ୍ରଶ୍ନ କାର୍ଯ୍ୟକ୍ରମରେ ଆମେ ସ୍ବାଗତ କରିଥିଲୁ ଏବଂ ପଚାରି ବୁଝିଥିଲୁ ଆଗାମୀ ନିର୍ବାଚନକୁ ନେଇ କ’ଣ ରହିଛି ତାଙ୍କର ନିର୍ବାଚନୀ ମୁଦ୍ଦା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ଆଗାମୀ ନିର୍ବାଚନରେ ଗରିବ ଲୋକଙ୍କ ମୌଳିକ ସୁବିଧାକୁ ଧ୍ୟାନରେ ରଖି କାମ କରାଯିବା ନେଇ କହିଛନ୍ତି ନରସିଂହ । ଏଥିସହ ଜିଲ୍ଲାରେ ଥିବା ଅନ୍ୟାନ୍ୟ ଅସୁବିଧାଠାରୁ ଊର୍ଦ୍ଧ୍ବରେ ଗରିବଙ୍କ ସମସ୍ୟା ବୋଲି ସେ କହିଛନ୍ତି । ତେଣୁ ସେମାନଙ୍କ ପ୍ରତି ପ୍ରଥମେ ନ୍ୟାୟ ହେବା ଦରକାର ବୋଲି କହିଛନ୍ତି ନରସିଂହ ।

ତେଣୁ କ୍ଷମତାକୁ ଆସିଲେ ପ୍ରଥମେ ସେମାନଙ୍କୁ ଖାଦ୍ୟ ଓ ବାସଗୃହ ଯୋଗାଇବା ପାଇଁ କହିଛନ୍ତି ନରସିଂହ ।

ବଲାଙ୍ଗୀରରୁ ଶେଖ୍‌ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.