ETV Bharat / state

ବୃକ୍ଷ ରୋପଣକୁ ନେଇ ବଲାଙ୍ଗୀରରେ ତେଜିଲା ଆନ୍ଦୋଳନ

ବଲାଙ୍ଗିରର ଦୁଇ ସଙ୍ଗଠନ ପକ୍ଷରୁ ବୃକ୍ଷ ରୋପଣକୁ ନେଇ ମଙ୍ଗଳବାର ଆନ୍ଦୋଳନ କରାଯାଇଥିଲା । ଶୀଘ୍ର ବୃକ୍ଷ ରୋପଣ କାର୍ଯ୍ୟ ଆରମ୍ଭ ନହେଲେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି କହିଛନ୍ତି ଆନ୍ଦୋଳନକାରୀ ।

author img

By

Published : Sep 10, 2019, 11:57 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର: ବୃକ୍ଷ ରୋପଣ ଦାବି ନେଇ ଆଜି ବଲାଙ୍ଗୀରର ଦୁଇ ସଙ୍ଗଠନ ବନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରିଥିଲେ । ଯେଉଁଥିରେ ସହରର ବିଭିନ୍ନ ସ୍ଥାନରେ ବର୍ଷା ଦିନେ ବୃକ୍ଷ ରୋପଣର ପ୍ରତିଶ୍ରୃତି ମିଳିଥିବା ସତ୍ତ୍ବେ ଏଯାବତ ତାହା ନ ହେବାରୁ ଏହି ଆନ୍ଦୋଳନ କରିଥିଲେ ଦୁଇ ସଙ୍ଗଠନ।

ବୃକ୍ଷ ରୋପଣ ଦାବି ନେଇ ମଙ୍ଗଳବାର ବଲାଙ୍ଗୀରର ଦୁଇ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ କରା ଯାଇଥିଲା । ବଲାଙ୍ଗୀରରେ ରାସ୍ତା ପ୍ରଶସ୍ତିକରଣ ନାଁରେ ଶତାଧିକ ବହୁ ପୁରୁଣା ଗଛକୁ କାଟି ଦିଆ ଯାଇଛି । ପୂର୍ବରୁ ସହର ଏଗି ଗଛ ପାଇଁ ସବୁଜିମା ଦେଖା ଯାଉଥିବା ବେଳେ ଏବେ ତାହା ମରୁଭୂମି ପାଲଟିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ତେବେ ଗଛ କଟା ସମୟରେ ଆନ୍ଦୋଳନ ହୋଇଥିଲା ଏବଂ ବିଭିନ୍ନ ବିଭାଗ ଦ୍ଵାରା ବର୍ଷା ମାସରେ ବୃକ୍ଷ ରୋପଣର ପ୍ରତିଶ୍ରୃତି ମିଳିଥିଲା । ହେଲେ ସମୟ ଅତିବାହିତ ହୋଇଥିବା ବେଳେ ଏଯାଏଁ ତାହା ହୋଇ ପରି ନାହିଁ । ଯାହାକୁ ନେଇ ବଲାଙ୍ଗୀର ଭିଲେଜର ପାର୍ଟି ଓ ଆଦିବାସୀ ଅଧିକାର ମହାସଂଘ ପକ୍ଷରୁ ଜିଲ୍ଲା ବନ ଅଧିକାରୀଙ୍କ କାର୍ଯ୍ୟାଳୟ ତଥା ଓ ଏଫଡ଼ିସି କାର୍ଯ୍ୟାଳୟ ସମ୍ମୁଖରେ ଏହି ଧାରଣା ଦିଆଯାଇଛି । ଦାବି ପୂରଣ ନ ହେଲେ ଆଗକୁ ତୀବ୍ର ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି।

ବଲାଙ୍ଗୀରରୁ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବୃକ୍ଷ ରୋପଣ ଦାବି ନେଇ ଆଜି ବଲାଙ୍ଗିରର ଦୁଇ ସଂଗଠନ ପକ୍ଷରୁ ଆନ୍ଦୋଳନ କରା ଯାଇଥିଲା । ଯେଉଁଥିରେ ସହରର ବିଭିନ୍ନ ସ୍ଥାନରେ ବର୍ଷା ମାସରେ ବୃକ୍ଷ ରୋପଣ ର ପ୍ରତିଶୃତି ମିଳିଥିକେ ସୁଧା ଏଯାଏଁ ତାହା ନ ହେବାରୁ ଏହି ଆନ୍ଦୋଳନ କରାଯାଇଥିଲା।

Body:ବୃକ୍ଷ ରୋପଣ ଦାବି ନେଇ ଆଜି ବଲାଙ୍ଗିରର ଦୁଇ ସଂଗଠନ ପକ୍ଷରୁ ଆନ୍ଦୋଳନ କରା ଯାଇଥିଲା । ବଲାଙ୍ଗୀରରେ ରାସ୍ତା ପ୍ରଶସ୍ତି କରଣ ନାଁରେ ଶତାଧିକ ବହୁ ପୁରୁଣା ଗଛ କୁ କାଟି ଦିଆ ଯାଇଥିଲା । ପୂର୍ବରୁ ସହର ଏଥିପାଇଁ ସବୁଉଜିମା ଦେଖା ଯାଉଥିବା ବେଳେ ଏବେ ତାହା ମରୁଭୂମି ପାଳିଟିଛି । ତେବେ ଗଛ କଟା ସମୟରେ ଆନ୍ଦୋଳନ ହୋଇଥିଲା ଏବଂ ବିଭିନ୍ନ ବିଭାଗ ଦ୍ଵାରା ବର୍ଷା ମାସରେ ବୃକ୍ଷ ରୋପଣ ର ପ୍ରତିଶୃତି ମିଳିଥିଲା । ହେଲେ ସମୟ ଅତିବାହିତ ହୋଇଥିବା ବେଳେ ଏଯାଏଁ ତାହା ହୋଇ ପରି ନାହିଁ । ଯାହାକୁ ନେଇ ବଲାଂଗୀର ଭିଲେଜର ପାର୍ଟି ଓ ଆଦିବାସୀ ଅଧିକାର ମହାସଂଘ ପକ୍ଷ୍ୟରୁ ଜିଲ୍ଲା ବନ ଅଧିକାରୀ ଙ୍କ କାର୍ଯ୍ୟାଳୟ ତଥା ଓ ଏଫ ଡ଼ି ସି କାର୍ଯ୍ୟାଳୟ ସମ୍ମୁଖରେ ଏହି ଧାରଣା ଦିଆ ଯାଇଛି । ଏବଂ ଦାବି ପୂରଣ ନ ହେଲେ ଆଗକୁ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଏମନେ କହିଛନ୍ତି ।
ବାଇଟ ଡାକ୍ତର ବିପିନ କୁସଲିଆ ଆନ୍ଦୋଳନ କାରି

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.