ETV Bharat / state

ବଢୁଛି ନିଶା କାରବାର, ଅତିଷ୍ଠ ବଲାଙ୍ଗୀରବାସୀ

ବଲାଙ୍ଗୀର ସହର । ଏବେ ନିଶା କାରବାରର ପେଣ୍ଠସ୍ଥଳୀ । ଗଞ୍ଜେଇ, କଫ ସିରଫ ଓ ନିଶା ଔଷଧର ଚାଲିଛି ଅବାଧ ବିକ୍ରି । କଣ୍ଟାମାଳରୁ ବେଆଇନ ଗଞ୍ଜେଇ ଆସୁଛି । ସେହିପରି ରାୟପୁର ଓ କୋଲକାତାରୁ ନିଶା ଔଷଧ ତଥା ବିଭିନ୍ନ କମ୍ପାନୀର କଫ ସିରପ ଆସୁଛି । ସହରର ଗଳିକନ୍ଦିରେ ନିଶା ବେପାରୀ ଓ ଏଜେଣ୍ଟ ଖୁଲମଖୁଲା ନିଶା ଦ୍ରବ୍ୟ ବିକ୍ରି କରୁଛନ୍ତି । ଫଳରେ ହତ୍ୟା, ଲୁଟ ଓ ଡକାୟତି ବଢୁଥିବା ସହରବାସୀ ଅଭିଯୋଗ କରିଛନ୍ତି ।

author img

By

Published : Feb 2, 2019, 10:57 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ବଲାଙ୍ଗୀର
ଭିଡିଓ ସୌଜନ୍ୟ: ସମ୍ବାଦଦାତା ବଲାଙ୍ଗୀର
ବଲାଙ୍ଗୀର ସହର । ଏବେ ନିଶା କାରବାରର ପେଣ୍ଠସ୍ଥଳୀ । ଗଞ୍ଜେଇ, କଫ ସିରଫ ଓ ନିଶା ଔଷଧର ଚାଲିଛି ଅବାଧ ବିକ୍ରି । କଣ୍ଟାମାଳରୁ ବେଆଇନ ଗଞ୍ଜେଇ ଆସୁଛି । ସେହିପରି ରାୟପୁର ଓ କୋଲକାତାରୁ ନିଶା ଔଷଧ ତଥା ବିଭିନ୍ନ କମ୍ପାନୀର କଫ ସିରପ ଆସୁଛି । ସହରର ଗଳିକନ୍ଦିରେ ନିଶା ବେପାରୀ ଓ ଏଜେଣ୍ଟ ଖୁଲମଖୁଲା ନିଶା ଦ୍ରବ୍ୟ ବିକ୍ରି କରୁଛନ୍ତି । ଫଳରେ ହତ୍ୟା, ଲୁଟ ଓ ଡକାୟତି ବଢୁଥିବା ସହରବାସୀ ଅଭିଯୋଗ କରିଛନ୍ତି ।
undefined

ନିଶା ବେପାରୀଙ୍କ ଟାର୍ଗେଟରେ ରହିଛନ୍ତି ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ । ବେକାର ଯୁବକମାନେ ବି ନିଶା ଅଭ୍ୟସ୍ତ । ଯାହାର ଫାଇଦା ନେଉଛନ୍ତି ନିଶା ବେପାରୀ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନିଶା କାରବାର ବଢିବାର ସମ୍ଭାବନା ବେଶ ଅଧିକ । ସବୁଜାଣି ବି ପୋଲିସର କାର୍ଯ୍ୟାନୁଷ୍ଠାନ ନାହିଁ । ଯାହାକୁ ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି ବଲାଙ୍ଗୀରର ଶହଶହ ଜନସାଧାରଣ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:

Body:nisa karbaar

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.