ETV Bharat / state

ବଲାଙ୍ଗୀରରେ 24କୁ ବୃଦ୍ଧି ହେଲା ପଜିଟିଭଙ୍କ ସଂଖ୍ୟା

author img

By

Published : May 25, 2020, 1:41 PM IST

Updated : May 25, 2020, 5:36 PM IST

ବଲାଙ୍ଗୀରରେ ପୁଣି 8ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ । ସୋମବାର ବଲାଙ୍ଗୀରରେ ଚିହ୍ନଟ ହୋଇଥିବା ସମସ୍ତ କୋରୋନା ଆକ୍ରାନ୍ତମାନେ ବାହାର ରାଜ୍ୟରୁ ଫେରିଥିବାର ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

ବଲାଙ୍ଗୀରରେ 24କୁ ବୃଦ୍ଧି ହେଲା ପଜିଟିଭଙ୍କ ସଂଖ୍ୟାବଲାଙ୍ଗୀରରେ 24କୁ ବୃଦ୍ଧି ହେଲା ପଜିଟିଭଙ୍କ ସଂଖ୍ୟା
ବଲାଙ୍ଗୀରରେ 24କୁ ବୃଦ୍ଧି ହେଲା ପଜିଟିଭଙ୍କ ସଂଖ୍ୟା

ବଲାଙ୍ଗୀର: ପୁଣି 8ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାପରେ ବଲାଙ୍ଗୀରରେ ମୋଟ କୋରୋନା ଆକ୍ରାନ୍ତ ସଂଖ୍ୟା 24କୁ ପହଞ୍ଚିଛି । ତେବେ ସୋମବାର ବଲାଙ୍ଗୀରରେ ଚିହ୍ନଟ ହୋଇଥିବା ସମସ୍ତ କୋରୋନା ଆକ୍ରାନ୍ତମାନେ ବାହାର ରାଜ୍ୟରୁ ଫେରିଥିବାର ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

ଯେଉଁଥିରେ ବଲାଙ୍ଗୀର ବଙ୍ଗୋମୁଣ୍ଡା ବ୍ଲକ ସିଂଧେକେଲା ପଞ୍ଚାୟତରୁ 2ଜଣ ମୁମ୍ବାଇ ଫେରନ୍ତା, ସାଇଁତଲା ବ୍ଲକ ଡେଙ୍ଗ ପଞ୍ଚାୟତର ଜଣେ ଗୁଜରାଟ ଫେରନ୍ତା, ବଲାଙ୍ଗୀର ମ୍ୟୁନିସିପାଲିଟିର 2ଜଣ ପୁନେ ଫେରନ୍ତା, ଲୋଇସିଙ୍ଗା ବ୍ଲକ ତାଲିଉଦାର ପଞ୍ଚାୟତର ଜଣେ ରାୟପୁର ଫେରନ୍ତା,ଟିଟିଲାଗଡ଼ କୁରସୁଡ଼ ପଞ୍ଚାୟତର ଜଣେ ଛାତ୍ର କୋଟା ଫେରନ୍ତା ଓ ବଙ୍ଗୋମୁଣ୍ଡା ବ୍ଲକ ବିରିପାଳିର ଜଣେ ମୁମ୍ବଇ ଫେରନ୍ତା । ପ୍ରବାସୀମାନେ ସମସ୍ତେ କୋରୋନା ଆକ୍ରାନ୍ତ ଥିବାର ଆଜି ଜଣା ପଡିଥିବାର ପ୍ରଶାସନ ସୂଚନା ଦେଇଛି ।

ସେହିପରି ସମସ୍ତ ଆକ୍ରାନ୍ତଙ୍କୁ ଭୁବନେଶ୍ବର କିମ୍ସ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି ବୋଲି ପ୍ରଶାସନ ସୂଚନା ଦେଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

Last Updated : May 25, 2020, 5:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.