ETV Bharat / state

ବଲାଙ୍ଗୀରରେ ବଙ୍ଗୀୟ ରୀତିନୀତିରେ ହେଲା କାଳୀ ପୂଜା - Bengali rituals

ନିଷ୍ଠା ଓ ରୀତିନୀତିରେ ମା’ କାଳୀଙ୍କ ପୂଜା କଲେ ବଙ୍ଗୀୟ ସମ୍ପ୍ରଦାୟ । ବଲାଙ୍ଗୀର ବସବାସ କରୁଥିବା ସବୁ ବଙ୍ଗାଳୀ ଭାଇ ଭଉଣୀମାନେ ଭକ୍ତିର ସହ ମା’ କାଳୀଙ୍କ ପୂଜା କରିଛନ୍ତି । ଅଧିକ ପଢନ୍ତୁ...

ବଲାଙ୍ଗୀରରେ ବଙ୍ଗୀୟ ରୀତିନୀତିରେ ହେଲା କାଳୀ ପୂଜା

author img

By

Published : Nov 6, 2021, 9:52 AM IST

ବଲାଙ୍ଗୀର: ନିଷ୍ଠା ଓ ରୀତିନୀତିରେ ମା’ କାଳୀଙ୍କ ପୂଜା କଲେ ବଙ୍ଗୀୟ ସମ୍ପ୍ରଦାୟ । ବଲାଙ୍ଗୀର ବସବାସ କରୁଥିବା ସବୁ ବଙ୍ଗାଳୀ ଭାଇ ଭଉଣୀମାନେ ଭକ୍ତିର ସହ ମା’ କାଳୀଙ୍କ ପୂଜା କରିଛନ୍ତି । ତେବେ ଦୀପାବଳି ରାତିରୁ ଏଠି ମା’ କାଳୀଙ୍କ ପୂଜା ଦୁଇ ଦିନ ଧରି ବଙ୍ଗୀୟ ରୀତିନୀତିରେ କରାଯାଇଥିଲା ଏବଂ ଗତକାଲି(ଶୁକ୍ରବାର) ମା’ କାଳୀଙ୍କଠାରେ ଅନ୍ନ ଭୋଗ ଲାଗିଥିବା ବେଳେ କୋଭିଡ କଟକଣା ମଧ୍ୟରେ ଭକ୍ତମାନେ ମା’ଙ୍କ ଦର୍ଶନ କରିବା ସହ ଭୋଗ ଆହରଣ କରିଥିଲେ ।

ବଲାଙ୍ଗୀରରେ ବଙ୍ଗୀୟ ରୀତିନୀତିରେ ହେଲା କାଳୀ ପୂଜା

ସେହିପରି ଗତକାଲି ସନ୍ଧ୍ୟାରେ ପରମ୍ପରା ଅନୁଯାୟୀ, ସିନ୍ଦୂର ଖେଳର ଆୟୋଜନ କରାଯାଇ ମା’ଙ୍କୁ ବିଦାୟ ଦିଆଯାଇଥିଲା ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.