ETV Bharat / state

ବଲାଙ୍ଗୀରରେ ବେଆଇନ କଫ ସିରପ ଜବତ, 3 ଗିରଫ - ବେଆଇନ କଫ ସିରପ ଜବତ 3 ଗିରଫ

ବଲାଙ୍ଗୀର ଟାଉନ ପୋଲିସକୁ ସଫଳତା । ବେଆଇନ କଫ ସିରପ ବୋତଲ ଜବତ କରିବା ସହ 3 ଜଣଙ୍କୁ ଗିରଫ କରିଛି ପୋଲିସ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

illegal cough syrup seized
ବଲାଙ୍ଗୀରରେ ବେଆଇନ କଫ ସିରପ ଜବତ, 3 ଗିରଫ
author img

By

Published : Jan 8, 2020, 9:28 PM IST

ବଲାଙ୍ଗୀର: ଟାଉନ ପୋଲିସ ଏକ ଦୋକାନ ଉପରେ ଚଢାଉ କରି ବେଆଇନ ବିକ୍ରି ହେଉଥିବା କଫ ସିରପ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି। ସ୍ଥାନୀୟ ରାଜ ମନ୍ଦିର ନିକଟରେ ଏକ ପାନ ଦୋକାନରେ ଏସକଫ ଓ ଅନେକ୍ସ କଫ ସିରପ ବିକ୍ରି ହେଉଥିବାର ପୋଲିସ ଖବର ପାଇଥିଲା।

ବଲାଙ୍ଗୀରରେ ବେଆଇନ କଫ ସିରପ ଜବତ, 3 ଗିରଫ

ତେବେ ବୁଧବାର ଅତର୍କିତ ଚଢାଉ କରି ପୋଲିସ ଏହି ଦୋକାନରୁ ଏସକଫ ଓ ଅନେକ୍ସ କଫ ସିରପ 14ଟି ବୋତଲ ଜବତ କରିଥିଲା । ଯାହା ଏବେ ଜିଲ୍ଲାରେ ବ୍ୟାନ ଅଛି । ଏଥିସହ ଏଥିରେ ସମ୍ପୃକ୍ତ ଥିବା ତିନି ଜଣ ଯଥା,ସମୀର ନାୟକ, ପଙ୍କଜ ସାହୁ ଓ ଶରଣୀଧର ସାହୁକୁ ପୋଲିସ ଗିରଫ କରିଥିଲା । ତେବେ ସହରରେ ଅବାଧ ବିକ୍ରି ହେଉଥିବା କଫ ସିରପ ଉପର ଚଢାଉ ଜାରି ରଖିଥିବା ବେଳେ, ପୋଲିସ ପୁଣି ଏହି ସଫଳତା ମିଳିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍, ଇଟିଭି ଭାରତ

Intro:ବଲାଂଗୀରରେ ବେଆଇନ କଫ ସିରପ ଜବତ କରିବା ସହ ତିନି ଜଣ ଗିରଫ

Body:ବଲାଂଗୀର ଟାଉନ ପୋଲିସ ଏକ ଦୋକାନ ଉପରେ ଚଢ଼ାଉ କରି ବେଆଇନ ବିକ୍ରି ହେଉଥିବା କଫ ସିରପ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି। ସ୍ଥାନୀୟ ରାଜ ମନ୍ଦିର ନିକଟରେ ଏକ ପାନ ଦୋକାନରେ ଏସକଫ ଓ ଅନେକ୍ସ କଫ ସିରପ ବିକ୍ରି ହେଉଥିବାର ପୋଲିସ ଖବର ପାଇଥିଲା। ତେବେ ଆଜି ଆତର୍କିତ ଭାବରେ ଚଢ଼ଉ କରି ପୋଲିସ ଏହି ଦୋକାନରୁ ବଲାଙ୍ଗୀରରେ ବ୍ୟାନ ଥିବା ଏସକଫ ଓ ଅନେକ୍ସ କଫ ସିରପ 14 ବୋତଲ ଜବତ କରିଥିଲା । ଏବଂ ଏହାର ବିକ୍ରିରେ ସମ୍ପୃକ୍ତ ଥିବା ତିନି ଜଣ ସମୀର ନାୟକ, ପଙ୍କଜ ସାହୁ ଓ ଶରଣୀଧର ସାହୁ କୁ ପୋଲିସ ଗିରଫ କରିଛି । ତେବେ ପୋଲିସ ସହରରେ ଅବାଧ ବିକ୍ରି ହେଉଥିବା କଫ ସିରପ ଉପରେ ଚଢ଼ାଉ ଜାରି ରଖିଥିବା ବେଳେ ଏଥିରେ ପୁଣି ଏହି ସଫଳତା ପାଇଛି ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.