ETV Bharat / state

ବିଭିନ୍ନ ଦାବି ନେଇ ସ୍କୁଲ ଗେଟରେ ତାଲା ପକାଇଲେ ଅଭିଭାବକ

author img

By

Published : Jan 17, 2020, 8:44 PM IST

ବିଭିନ୍ନ ଦାବି ନେଇ ଶୁକ୍ରବାର ମନୋହରପୁର ପୋଲିସ ସ୍କୁଲ ମୁଖ୍ୟ ଗେଟରେ ତାଲା ପକାଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଭିଭାବକ ।

guardians put lock on school gate, bolangir latest news, guardians on protest in bolangir, ବଲାଙ୍ଗୀରରେ ଅଭିଭାବକଙ୍କ ଆନ୍ଦୋଳନ, ବଲାଙ୍ଗୀର ଲାଟେଷ୍ଟ ନ୍ୟୁଜ୍‌, ସ୍କୁଲ ଗେଟରେ ତାଲା ପକାଇଲେ ଅଭିଭାବକ
ବିଭିନ୍ନ ଦାବି ନେଇ ସ୍କୁଲ ଗେଟରେ ତାଲା ପକାଇଲେ ଅଭିଭାବକ

ବଲାଙ୍ଗୀର: ବିଭିନ୍ନ ଦାବି ନେଇ ଶୁକ୍ରବାର ମନୋହରପୁର ପୋଲିସ ସ୍କୁଲ ମୁଖ୍ୟ ଗେଟରେ ତାଲା ପକାଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଭିଭାବକ । ଏଥିସହ ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନରତ ଅଭିଭାରକମାନେ ଚେତାବନୀ ଦେଇଛନ୍ତି ।

ବିଭିନ୍ନ ଦାବି ନେଇ ସ୍କୁଲ ଗେଟରେ ତାଲା ପକାଇଲେ ଅଭିଭାବକ

ସୂଚନା ଅନୁଯାୟୀ ଦୀର୍ଘ ଦିନ ଧରି ସ୍କୁଲରେ ସମସ୍ୟା ଲାଗି ରହିଥିବା ବେଳେ ଅଭିଭାବକମାନେ ଏନେଇ ସ୍ବର ଉଠାଇ ଆସିଛନ୍ତି ହେଲେ କୌଣସି ଫଳ ନମିଳିବାରୁ ଶୁକ୍ରବାର ସ୍କୁଲ ଗେଟରେ ତାଲା ପକାଇବାକୁ ବାଧ୍ୟ ହୋଇଛନ୍ତି ଅଭିଭାବକ । ତେବେ ସ୍କୁଲରେ ପାଚେରୀ ନିର୍ମାଣ, ବର୍ତ୍ତମାନର କାର୍ଯ୍ୟରତ ପ୍ରଧାନ ଶିଷୟିତ୍ରୀଙ୍କ ବଦଳି, ପ୍ରତି ମାସରେ ଅଭିଭାବକଙ୍କ ସହ ବୈଠକ ଓ ମଧ୍ୟାହ୍ନ ଭୋଜନର ମାନ ବଢାଇବା ଆଦି ଦାବିରେ ଏହି ଆନ୍ଦୋଳନ ହେଉଥିବା କହିଛନ୍ତି ଅଭିଭାବକ ।

ଏଥିସହ ଏସମ୍ପର୍କରେ ଅନେକ ଥର ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଅଭିଯୋଗ କରି ମଧ୍ୟ କିଛି ସୁଫଳ ନମିଳିବାରୁ ଶୁକ୍ରବାର ସ୍କୁଲ ଗେଟରେ ତାଲା ମାରି ଆନ୍ଦୋଳନ କରିଥିବା ଅଭିଭାବକମାନେ ପ୍ରକାଶ କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଂଗୀର ବିଭିନ୍ନ ଦାବି ନେଇ ଆଜି ମନ ହର ପୁର ପୋଲିସ୍ ସ୍କୁଲକୁ ତାଲା ମାରି ଅଭିଭାବକ ମାନେ ଆନ୍ଦୋଳନ କରିଛନ୍ତି । ଏବଂ ଦାବି ପୁରଣ ନହେବାରୁ ଯାଏଁ ଏହି ଆନ୍ଦୋଳନ ଜାରି ରହିବ ବୋଲି ଏମାନେ କହିଛନ୍ତି । Body:ବଲାଂଗୀର ବିଭିନ୍ନ ଦାବି ନେଇ ଆଜି ମନ ହର ପୁର ପୋଲିସ୍ ଉଚ୍ଚ ପ୍ରାଥମିକ ସ୍କୁଲକୁ ତାଲା ମାରି ଅଭିଭାବକ ମାନେ ଆନ୍ଦୋଳନ କରିଛନ୍ତି । ଏହି ସ୍କୁଲରେ ଦୀର୍ଘ ଦିନରୁ ବିଭିନ୍ନ ସମସ୍ୟା ପାଇଁ ଆନ୍ଦୋଳନ ହେଉଥିବା ବେଳେ ଆଜି ଏହି ଚରମ ପଦକ୍ଷେପ ନେଇଛନ୍ତି ଅଭିଭାବକ। ତେବେ ଏହି ସ୍କୁଲର ପାଚେରୀ ଶୀଘ୍ର ନିର୍ମାଣ, ବର୍ତ୍ତମାନର କାର୍ଯ୍ୟରତ ପ୍ରଧାନ ଶିକଷୟିତ୍ରୀ ଙ୍କୁ ବଦଳି, ପ୍ରତି ମାସରେ ଅଭିଭାବକ ଙ୍କ ସହ ମିଟିଂ ଓ ମଧ୍ୟାହ୍ନ ଭୋଜନ ଉଚିତ୍ ମାନର ଦେବା ଦାବିରେ ଏମାନେ ଏହି ଆନ୍ଦୋଳନ କରୁଛନ୍ତି । ଏବଂ ଏଥିପାଇଁ ଏମାନେ ଆଗରୁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପାଲଙ୍କୁ ଅଭିଯୋଗ କରି ମଧ୍ୟ କିଛି ସୁଫଳ ନମିଳିବାରୁ ଏମାନେ ଆଜି ସ୍କୁଲ ଗେଟ ରେ ତାଲା ମାରି ଆନ୍ଦୋଳନ କରିଛନ୍ତି। ଏବଂ ଦାବି ପୁରଣ ନହେବାରୁ ଯାଏଁ ଏହି ଆନ୍ଦୋଳନ ଜାରି ରହିବ ବୋଲି ଏମାନେ କହିଛନ୍ତି ।
ବାଇ ଟ ସୀତା ସାହୁ ଅଭିଭାବକ Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.