ETV Bharat / state

ପ୍ରେମିକର ହତ୍ୟା ଅଭିଯୋଗରେ ପ୍ରେମିକା ଗିରଫ - ପ୍ରେମିକା ଗିରଫ

ପ୍ରେମିକର ହତ୍ୟା ଅଭିଯୋଗରେ ପ୍ରେମିକା ଗିରଫ । ଏମିତି ଏକ ଘଟଣା ଦେଖିବାକୁ ମିଲିଛି ବଲାଙ୍ଗୀର ଜିଲ୍ଲାରେ। ଅଧିକ ପଢନ୍ତୁ...

ପ୍ରେମିକର ହତ୍ୟା ଅଭିଯୋଗରେ ପ୍ରେମିକା ଗିରଫ
ପ୍ରେମିକର ହତ୍ୟା ଅଭିଯୋଗରେ ପ୍ରେମିକା ଗିରଫ
author img

By

Published : Jan 23, 2020, 8:55 PM IST

ବଲାଙ୍ଗୀର: ପ୍ରେମିକର ହତ୍ୟା ଅଭିଯୋଗରେ ପ୍ରେମିକା ଗିରଫ । ଏମିତି ଏକ ଘଟଣା ଦେଖିବାକୁ ମିଲିଛି ବଲାଙ୍ଗୀର ଜିଲ୍ଲାରେ । ସୂଚନା ଅନୁସାରେ ଗତ 20 ତାରିଖରେ ବଲାଙ୍ଗୀର ପୁଇଁନ୍ତଳା ବ୍ଲକ୍ ମିଛାପାଲି ଗାଁ ନିକଟ ଏକ ବିଲ ମଧ୍ୟରୁ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଥିଲା।

ପ୍ରେମିକର ହତ୍ୟା ଅଭିଯୋଗରେ ପ୍ରେମିକା ଗିରଫ

ଯାହାକୁ ନେଇ ବଲାଙ୍ଗୀର ପୁଇଁନ୍ତଳା ପୋଲିସ ତଦନ୍ତ କରୁଥିବା ବେଳେ ଏଥିରେ ଯୁବକଙ୍କ ପ୍ରେମିକାର ହାତ ଥିବା ସନ୍ଦେହ ହୋଇଥିଲା । ତେବେ ପୋଲିସ ମୃତ ଯୁବକର ପ୍ରେମିକାକୁ ପୋଲିସ ଗିରଫ କରିଛି । ଗିରଫ ପରେ ବୁଧବାର କୋର୍ଟ ଚାଲାଣ କରିଛି ପୋଲିସ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଂଗୀର ପ୍ରେମିକର ହତ୍ୟା ଅଭିଯୋଗରେ ଆଜି ଜଣେ ପ୍ରେମିକା ଗିରଫ ହୋଇ କୋର୍ଟ ଚାଲାଣ ହୋଇଛି। Body:ବଲାଂଗୀର ଜଣେ ପ୍ରେମିକର ହତ୍ୟା ଅଭିଯୋଗରେ ତାର ପ୍ରେମିକା ଯୁବତୀ ଗିରଫ ହୋଇଛି। ସୂଚନା ଅନୁସାରେ ଗର 20ତାରିଖରେ ବଲାଙ୍ଗୀର ପୁଇନ୍ତାଲା ବ୍ଲକ୍ ମିଛା ପାଲି ଗାଁ ନିକଟ ଏକ ବିଲ ମଧ୍ୟରୁ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଥିଲା। ଯାହାକୁ ନେଇ ବଲାଙ୍ଗିର ପୁଇନ୍ତଲା ପୋଲିସ୍ ତଦନ୍ତ କରୁଥିବା ବେଳେ ଏଥିରେ ଯୁବକର ପ୍ରେମିକାର ହାତ ଥିବା ସନ୍ଦେହ ହୋଇଥିଲା। ତେବେ ପୋଲିସ୍ ଯୁବକର ପ୍ରେମିକା ନିକଟସ୍ଥ ଖଲିଆପାଲି ଗ୍ରାମର ଯୁବତୀ ସାରିଫା ବେଗମ୍ କୁ ପୋଲିସ୍ ଗିରଫ କରିଛି । ଏବଂ ଆଜି ତାକୁ କୋର୍ଟ ଚାଲାଣ କରିଛି। ତେବେ ଏସଂକ୍ରାନ୍ତରେ ପୋଲିସ୍ ପ୍ରତିକ୍ରିୟା ଡେଇଁ ଥିବା ବେଳେ ପ୍ରେମିକା କୁ ହତ୍ୟା ଅଭିଯୋଗରେ କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି
Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.