ETV Bharat / state

ମିଳିନି ଫସଲ ବୀମା; ଆମରଣ ଅନଶନରେ ବଲାଙ୍ଗୀର ଚାଷୀ

author img

By

Published : Nov 23, 2019, 6:49 AM IST

ଫସଲ ବୀମା ପ୍ରାପ୍ତି ପାଇଁ ଆମରଣ ଅନଶନରେ ବସିଛନ୍ତି ବଲାଙ୍ଗୀର ଜିଲ୍ଲାର ଦୁଇଟି ଗ୍ରାମର ଚାଷୀ । ତେବେ ଏମାନଙ୍କ ଅନଶନକୁ ଚାରିଦିନ ବିତିଥିବା ବେଳେ ସେମାନଙ୍କ ଦାବି ଶୁଣୁନଥିବା ଅଭିଯୋଗ କରିଛନ୍ତି ଚାଷୀ । ଅଧିକ ଖବର ପଢନ୍ତୁ...

ଫସଲ ବୀମା ପ୍ରାପ୍ତି ପାଇଁ ଆମରଣ ଅନଶନରେ ବଲାଙ୍ଗୀର ଚାଷୀ

ବଲାଙ୍ଗୀର: ନଭେମ୍ବର 19 ତାରିଖରୁ ଫସଲ ବୀମା ପ୍ରାପ୍ତି ପାଇଁ ଆମରଣ ଅନଶନରେ ବସିଛନ୍ତି ଦୁଇଟି ଗ୍ରାମର ଚାଷୀ । ତେବେ ଏମାନଙ୍କ ଅନଶନକୁ ଚାରିଦିନ ବିତିଯାଇଥିବା ବେଳେ ଦୁଇ ଜଣ ଅନଶନକାରୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେପଟେ ଜିଲ୍ଲା ପ୍ରଶାସନ ସହିତ ଏମାନଙ୍କର ଆଲୋଚନା ବିଫଳ ହୋଇଥିବା ବେଳେ ଏମାନଙ୍କ ଅନଶନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ।

ଫସଲ ବୀମା ପ୍ରାପ୍ତି ପାଇଁ ଆମରଣ ଅନଶନରେ ବଲାଙ୍ଗୀର ଚାଷୀ

ବଲାଙ୍ଗୀର ଦେଓଗାଁ ବ୍ଲକର କୂଳତାପଡା ଓ ଅର୍ଜୁନପୁର ଗ୍ରାମର ଚାଷୀମାନେ ଏହି ଅନଶନରେ ବସିଛନ୍ତି । ତେବେ ଏମାନଙ୍କ ଅଞ୍ଚଳରେ ଗତ 17 ଓ 18 ବର୍ଷ ତଥା 18-19 ବର୍ଷରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ମରୁଡି ପଡିଥିଲା । ସେପଟେ ଏମାନେ ଫସଲ ବୀମା କରିଥିବା ବେଳେ ତାହାହିଁ ଏକ ମାତ୍ର ଏମାନଙ୍କର ଆଶା ଥିଲା । ହେଲେ ଏଯାଏଁ ଏମାନେ କୌଣସି ଫସଲ ବୀମା ପାଇନଥିବା ବେଳେ ତାଙ୍କ ଗୁହାରୀ କେହି ନଶୁଣିବାରୁ ଚାଷୀମାନେ ଏହି ଆମରଣ ଅନଶନ କରୁଛନ୍ତି ।

ଏପଟେ ଅନଶନକୁ ଚାରିଦିନ ବିତିଥିବା ବେଳେ କୌଣସି ଜବାବ ଆସିନଥିବା ଚାଷୀ ଅଭିଯୋଗ କରିଛନ୍ତି ।ଅନ୍ୟପଟେ କିନ୍ତୁ ବୀମା କମ୍ପାନୀମାନେ ଆସନ୍ତା ଡିସେମ୍ବର 5 ଓ 6 ତାରିଖରେ ଜିଲ୍ଲାରେ କ୍ୟାମ୍ପ କୋର୍ଟ କରିବେ ଓ ସେଠି ସବୁ ଫଇସଲା ହେବ ବୋଲି ଜିଲ୍ଲାପାଳ କହିବା ସହ ଏମାନଙ୍କୁ ଅନଶନରୁ ଓହରି ଯିବାକୁ ନିବେଦନ କରିଛନ୍ତି । ଏହି ମାମଲା ବିଧାନସଭାରେ ସ୍ଥାନୀୟ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଉଠାଇ ଥିବା ବେଳେ ଏଯାଏଁ ସମାଧାନର ବାଟ ବାହାରି ନାହିଁ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଂଗୀର ଗତ 19 ତାରିଖରୁ ଫସଲ ବୀମା ପ୍ରାପ୍ତି ପାଇଁ ଆମରଣ ଅନଶନରେ ବସିଛନ୍ତି ଦୁଇଟି ଗ୍ରାମର ଚାଷୀ। ତେବେ ଏମାନଙ୍କ ଅନଶନ ଧାରଣାକୁ ଚାରିଦିନ ବିତି ଥିବା ବେଳେ ଦୁଇ ଜଣ ଅନଶନକାରୀଙ୍କ ସ୍ୱାସ୍ତ୍ୟବସ୍ଥା ବିଗିଡି ଡାକ୍ତର ଖାନାରେ ଭର୍ତ୍ତି ହୋଇଛନ୍ତି। ସେପଟେ ଜିଲ୍ଲା ପ୍ରଶାସନ ସହିତ ଏମାନଙ୍କର ଆଲୋଚନା ବିଫଳ ହୋଇଥିବା ବେଳେ ଏମାନଙ୍କ ଅନଶନ ଜାରି ରହିବ ବୋଲି ଏମାନେ କହିଛନ୍ତି ।

Body:ବଲାଂଗୀର ଗତ 19 ତାରିଖରୁ ଫସଲ ବୀମା ପ୍ରାପ୍ତି ପାଇଁ ଆମରଣ ଅନଶନରେ ବସିଛନ୍ତି ଦୁଇଟି ଗ୍ରାମର ଚାଷୀ। ବଲାଂଗୀର ଦେଓଗାଁ ବ୍ଲକ ର କୂଳତାପଡା ଓ ଅର୍ଜୁନ ପୁର ଗ୍ରାମର ଛାସି ମାନେ ଏହି ଅନଶନ ଧାରଣାରେ ବସିଛନ୍ତି। ତେବେ ଏମାନଙ୍କ ଅଂଚଳରେ ଗତ 17 ଓ 18 ବର୍ଷ ତଥା 18 19 ବର୍ଷରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ମରୁଡି ପଡିଥିଲା। ସେପଟେ ଏମାନେ ଫସଲ ବୀମା କରିଥିବା ବେଳେ ତାହାହିଁ ଏକ ମାତ୍ର ଏମାନଙ୍କ ର ଆଶା ଥିଲା । ହେଲେ ଏଯାଏଁ ଏମାନେ କୌଣସି ଫସଲ ବୀମା ପାଇନଥିବା ବେଳେ ତାଙ୍କ ଗୁହାରି କେହି ନ ଶୁଣିବାରୁ ଏମାନେ ଏହି ଆମରଣ ଅନଶନ କରୁଛନ୍ତି । ତେବେ ଏମାନଙ୍କ ଅନଶନ ଧାରଣାକୁ ଚାରିଦିନ ବିତି ଥିବା ବେଳେ ଦୁଇ ଜଣ ଅନଶନକାରୀଙ୍କ ସ୍ୱାସ୍ତ୍ୟବସ୍ଥା ବିଗିଡି ଡାକ୍ତର ଖାନାରେ ଭର୍ତ୍ତି ହୋଇଛନ୍ତି। ସେପଟେ ଜିଲ୍ଲା ପ୍ରଶାସନ ସହିତ ଏମାନଙ୍କର ଆଲୋଚନା ବିଫଳ ହୋଇଥିବା ବେଳେ ଏମାନଙ୍କ ଅନଶନ ଜାରି ରହିବ ବୋଲି ଏମାନେ କହିଛନ୍ତି । ଅନ୍ୟପଟେ କିନ୍ତୁ ବୀମା କମ୍ପାନୀ ମାନେ ଆସନ୍ତା ଡିସେମ୍ବର 5 ଓ 6 ତାରିଖରେ ଜିଲ୍ଲାରେ କେମ୍ପ କୋର୍ଟ କରିବେ ଓ ସେଠି ସବୁ ଫଇସଲା ହେବ ବୋଲି ଜିଲ୍ଲାପାଳ କହିଛନ୍ତି। ଏବଂ ଏମାନଙ୍କୁ ଆସନରୁ ଓହରି ଯିବାର ନିବେଦନ କରିଛନ୍ତି । ସେପଟେ ଏହି ମାମଲା ବିଧାନ ସଭାରେ ସ୍ଥାନୀୟ ବଲାଂଗୀର ବିଧାୟକ ନର୍ସିଂହଁ ମିଶ୍ର ଉଠାଇ ଥିବା ବେଳେ ଏଯାଏଁ ସମାଧାନର ବାଟ ବାହାରି ନାହିଁ ।
ବାଇଟ ଅଜିତ ରଣା ଅନଶନ ରତ ଚାଷୀ
ବାଇଟ ଅରିଂଦମ ଡାକୁଆ ଜିଲ୍ଲାପାଳ ବଲାଂଗୀର

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.