ETV Bharat / state

ବଢୁଛି କୋରୋନା ମାମଲା, ଲୋକାଲ କଣ୍ଟାକ୍ଟ ଅଧିକ ପ୍ରଭାବିତ - କଣ୍ଟେନମେଣ୍ଟ ଜୋନ୍

ଖପ୍ରାଖୋଲ ବ୍ଲକ ଦେଧର ଗାଁରୁ କୋରୋନା ଚିହ୍ନଟ ହେବା ପରେ ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି । ଏହି ଗାଁରୁ ଲଗାତାର ଦୁଇଦିନରେ ସାତ ଜଣ ଲୋକାଲ କଣ୍ଟାକ୍ଟରେ ଆସି ସଂକ୍ରମିତ ହୋଇଥିଲେ । ଅଧିକ ପଢନ୍ତୁ...

ବଢୁଛି କୋରୋନା ମାମଲା, ଲୋକାଲ କଣ୍ଟାକ୍ଟ ଅଧିକ ପ୍ରଭାବିତ

author img

By

Published : Jul 14, 2020, 10:36 PM IST

ବଲାଙ୍ଗୀର: ସହରାଞ୍ଚଳ ପରେ ଏବେ ଗ୍ରାମାଞ୍ଚଳରେ ଲୋକାଲ କଣ୍ଟାକ୍ଟରେ ଆସି କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ମଙ୍ଗଳବାର ଗାଁରୁ କୋରୋନା ଚିହ୍ନଟ ହେବ ପରେ ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।

ବଢୁଛି କୋରୋନା ମାମଲା, ଲୋକାଲ କଣ୍ଟାକ୍ଟରେ ଅଧିକ ପ୍ରଭାବିତ

ଖପ୍ରାଖୋଲ ବ୍ଲକ ଦେଧର ଗାଁରୁ କୋରୋନା ଚିହ୍ନଟ ହେବା ପରେ ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି । ଏହି ଗାଁରୁ ଲଗାତାର ଦୁଇଦିନରେ ସାତ ଜଣ ଲୋକାଲ କଣ୍ଟାକ୍ଟରେ ଆସି ସଂକ୍ରମିତ ହୋଇଥିଲେ । ଏହାପରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇ ଏହି ଗାଁକୁ ସମ୍ପୂର୍ଣ୍ଣ ସିଲ୍ କରିଛି ।

ବର୍ତ୍ତମାନ ଏଠିକାର ଦୋକାନ ବଜାର ସବୁ ବନ୍ଦ ରହିବ ବୋଲି ପ୍ରଶାସନ ସୂଚନା ଦେଇଛି । ସେହିପରି ଏହି ମଧ୍ୟରେ ଗାଁରେ ସ୍ବାସ୍ଥ୍ୟ କାର୍ମୀ ଘରକୁ ଘର ବୁଲି ସର୍ଭେ କରିବେ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.