ETV Bharat / state

ଅଦିନିଆ ବର୍ଷାରେ ଭିଜିଲା ବଲାଙ୍ଗୀର - ଭିଜିଲା ବଲାଙ୍ଗୀର

ଅଦିନିଆ ବର୍ଷାରେ ଭିଜିଲା ବଲାଙ୍ଗୀର । ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନ ମଣ୍ଡିରେ ଭିଜୁଛି। ଅଧିକ ପଢନ୍ତୁ...

crop damaged by rain in balangir
ଭିଜିଲା ବଲାଙ୍ଗୀର
author img

By

Published : Feb 8, 2020, 5:30 PM IST

ବଲାଙ୍ଗୀର: ଅଦିନିଆ ବର୍ଷାରେ ଭିଜିଲା ବଲାଙ୍ଗୀର । ଗତ 2 ଦିନ ହେଲା ବଲାଙ୍ଗୀରରେ ପାଗ କୋହଲା ରହିଥିବା ବେଳେ ବର୍ଷା ମଧ୍ୟ ଜାରି ରହିଛି । ଫଳରେ ଜନ ଜୀବନ ପ୍ରଭାବିତ ହୋଇଛି । ଗତ ସନ୍ଧ୍ୟାରୁ ଝିପିଝିପି ବର୍ଷା ଲାଗି ରହିଥିବା ବେଳେ ଶନିବାର ଏହାର ପରିମାଣ ବଢିଛି । ବର୍ଷା ସାଙ୍ଗକୁ ଥଣ୍ଡା ପବନ ଜନ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ବର୍ଷା ଯୋଗୁଁ ରାସ୍ତାଘାଟ ଖାଁ ଖାଁ ଥିବା ବେଳେ ଦୋକାନ ବଜାର ବନ୍ଦ ରହିଛି । ସେ ପଟେ, ଅଦିନିଆ ବର୍ଷା ଚାଷୀଙ୍କ ପାଇଁ କାଳ ସାଜିଛି । ସେମାନଙ୍କ କଷ୍ଟ ଉପାର୍ଜିତ ଧାନ ମଣ୍ଡିରେ ଭିଜୁଥିବା ବେଳେ ପରିବା ଚାଷୀଙ୍କ ଅବସ୍ଥା ନ କହିବା ଭଲ । ବର୍ଷାକୁ ନେଇ ଚାଷୀ କୂଳ ଦୁଃଖରେ ଅଛନ୍ତି।

ଭିଜିଲା ବଲାଙ୍ଗୀର

ବଲାଙ୍ଗୀରରୁ ଶେଖ ମହମ୍ମହ ଓ୍ବାହିଦ, ଇଟିଭି ଭାରତ

Intro:ଅଦିନିଆ ବର୍ଷରେ ଭିଜିଛି ବଲାଂଗୀର । ସାଧାରଣ ଜୀବନ ଯାପନ ବେଶ ପ୍ରଭାବିତ।

Body:ଅଦିନିଆ ବର୍ଷରେ ଭିଜିଛି ବଲାଂଗୀର। ଏଠି ଗତ ଦୁଇ ଦିନ ହେବ କୋହଲା ପାଗ ଲାଗି ରହିଥିବା ବେଳେ ବର୍ଷା ମଧ୍ୟ ଜାରି ରହିଛି। ଯାହାଫଳରେ ଏଠି ସାଧାରଣ ଜୀବନ ଯାପନ ମଧ୍ୟ ଖୁବ ପ୍ରଭାବିତ ହୋଇଛି । ତେବେ ସମଗ୍ର ବଲାଂଗୀର ଜିଲ୍ଲାରେ ସମାନ ପରିସ୍ଥିତି ରହିଛି। ଏବଂ ଗତ ସନ୍ଧ୍ୟାରୁ ଝିପି ଝିପି ବର୍ଷା ଏଠି ଲାଗି ରହିଥିବା ବେଳେ ଆଜି ଭୋରରୁ ବର୍ଷାର ପରିମାଣ ବଢିଛି। ସେହିପରି ବର୍ଷା ସାଙ୍ଗକୁ ଥଣ୍ଡା ପବନ ଆହୁରି କଷ୍ଟ ଦେଉଛି। ସେପଟେ ଏଥିଯୋଗୁଁ ରାସ୍ତା ଘାଟ ଖାଁ ଖାଁ ଥିବାବେଳେ ଦୋକାନ ବଜାର ସବୁଠି ଏହାର ପ୍ରଭାବ ଦେଖିବାକୁ ମିଳିଛି। ସେପଟେ ଏହି ଅଦିନିଆ ବର୍ଷା ଚାଷୀଙ୍କ ପାଇଁ କାଳ ସାଜିଛି। ଚାଷୀଙ୍କ ଧାନ ମଣ୍ଡି ରେ ଭିଜିଥିବା ବେଳେ ଚିନ୍ତାରେ ପଡିଯାଇଛନ୍ତି ସବୁ ଛାସି । ସମାନ ଭାବରେ ପରିବା ଛାସି ମଧ୍ୟ ତାଙ୍କ ପରିବା ନଷ୍ଟ ହେବା ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି । ତେବେ ଏ ପାଗରେ କେବେ ପରିବର୍ତ୍ତନ ଆସିବ ତାହାରି ଅପେକ୍ଷରେ ସମସ୍ତେ ଅଛନ୍ତି ।
ବାଇଟ ଶରତ ମହାକୁର ବଲାଂଗୀର ବାସିନ୍ଦା

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.