ETV Bharat / state

ବଲାଙ୍ଗୀରରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସୁସ୍ଥ ହାର - corona patient recover increase

ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ଆକ୍ରାନ୍ତଙ୍କ ସୁସ୍ଥହାର ବଢିବାରେ ଲାଗିଛି । ଜିଲ୍ଲାରେ ମଙ୍ଗଳବାର ପୁଣି ଜଣେ କୋରୋନା ଆକ୍ରାନ୍ତ ଚିହ୍ମଟ ହୋଇଛନ୍ତି । ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 144 ରେ ପହଞ୍ଚିଛି । ତେବେ କୋରୋନା ଆକ୍ରାନ୍ତଙ୍କ ସୁସ୍ଥ ହାର ବଢି 121 ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ବଲାଙ୍ଗୀରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସୁସ୍ଥ ହାର

author img

By

Published : Jun 16, 2020, 10:39 PM IST

ବଲାଙ୍ଗୀର: ଦିନକୁ ଦିନ କୋରୋନା ବଢି ବଢି ଚାଲିଥିବା ବେଳେ ଆକ୍ରାନ୍ତଙ୍କ ସୁସ୍ଥ ହେବା ସଂଖ୍ୟା ମଧ୍ୟ ବଢିଛି । ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ଆକ୍ରାନ୍ତଙ୍କ ସୁସ୍ଥ ହେବାକୁ ଲାଗିଛି । ଯାହାକି ଆସ୍ବସ୍ତିକର ହୋଇଛି । ତେବେ ଜିଲ୍ଲାରେ ମଙ୍ଗଳବାର ପୁଣି ଜଣେ କୋରୋନା ଆକ୍ରାନ୍ତ ଚିହ୍ମଟ ହୋଇଛନ୍ତି । ଲୋଇସିଂହା କୁଟେନ ପାଳି ଗ୍ରାମରୁ ଏହି କୋରୋନା ଆକ୍ରାନ୍ତ ଚିହ୍ମଟ ହୋଇଥିବା ବେଳେ ସେ ନିକଟରେ ଚେନ୍ନାଇରୁ ଫେରିଥିଲେ ।

ବଲାଙ୍ଗୀରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସୁସ୍ଥ ହାର

ତାଙ୍କୁ ବଲାଙ୍ଗୀର କିମ୍ସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 144 ରେ ପହଞ୍ଚିଛି । ତେବେ ଏମଧ୍ୟରେ ଆସ୍ବସ୍ତିକର ଖବର ମଧ୍ୟ ଆସିଛି । ଯେଉଁଥିରେ ଜିଲ୍ଲାବାସୀ ଟିକିଏ ଚିନ୍ତା ମୁକ୍ତ ହୋଇଛନ୍ତି । ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସୁସ୍ଥ ହାର ବଢି 121 ହୋଇଛି । ଏବଂ ଏବେ 23 ଜଣ ଏକ୍ଟିଭ ମାମଲା ଥିବାର ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହୀଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.