ETV Bharat / state

Municipal Election: ଭୋଟ୍‌ ଦେଲେ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର

author img

By

Published : Mar 24, 2022, 10:19 AM IST

Updated : Mar 24, 2022, 12:26 PM IST

ବଲାଙ୍ଗୀରରେ ଆଜି ପୌର ନିର୍ବାଚନ ପାଇଁ ଚାଲିଛି ଭୋଟ ଗ୍ରହଣ । ସକାଳ ଆଠଟାରୁ ମକ ପୋଲିଂ ପରେ ଭୋଟ ଗ୍ରହଣ ଚାଲିଛି । ଏହି ଭୋଟ ଗ୍ରହଣ ପ୍ରକ୍ରିୟାରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ନିଜର ମତ ସାବ୍ୟସ୍ତ କରିଛନ୍ତି । ଅଧିକ ପଢ଼ନ୍ତୁ

ଭୋଟ୍‌ ଦେଲେ ବିରୋଧି ଦଳ ନେତା ନରସିଂହ ମିଶ୍ର
ଭୋଟ୍‌ ଦେଲେ ବିରୋଧି ଦଳ ନେତା ନରସିଂହ ମିଶ୍ର

ବଲାଙ୍ଗୀର: ବଲାଙ୍ଗୀରରେ ଆଜି ପୌର ନିର୍ବାଚନ ପାଇଁ ଚାଲିଛି ଭୋଟ ଗ୍ରହଣ । ସକାଳ ଆଠଟାରୁ ମକ ପୋଲିଂ ପରେ ଭୋଟ ଗ୍ରହଣ ଚାଲିଛି । ଏହି ଭୋଟ ଗ୍ରହଣ ପ୍ରକ୍ରିୟାରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ନିଜର ମତ ସାବ୍ୟସ୍ତ କରିଛନ୍ତି । ଲୋକେ ମଧ୍ୟ ଉତ୍ସାହ ସହ ମତଦାନ କରିବାକୁ ଆଗେଇ ଆସିଛନ୍ତି ।

ଭୋଟ୍‌ ଦେଲେ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର

ମୋଟ 84ଟି ବୁଥରେ ଏଠି ଭୋଟ ଗ୍ରହଣ ଚାଲୁଛି । ବିଧାୟକ ନରସିଂହ ଲକ୍ଷ୍ମୀନାରାୟଣ ସ୍କୁଲରେ ଥିବା ପୋଲିଂ ବୁଥକୁ ଯାଇ ନିଜର ମତ ସାବ୍ୟସ୍ତ କରିଛନ୍ତି । ଏହାସହ ଲୋକଙ୍କୁ ସେ ବହୁ ମାତ୍ରାରେ ଆସି ଭୋଟ ଦେବାକୁ ଅପିଲ କରିଛନ୍ତି । ତେବେ ସବୁଠି ଶାନ୍ତିପୂର୍ଣ୍ଣ ଭାବରେ ମତଦାନ ପ୍ରକ୍ରିୟା ଜାରି ରହିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Mar 24, 2022, 12:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.