ETV Bharat / state

ବଲାଙ୍ଗୀରରେ ଦୁଇ ପୂର୍ବତନ ସାଂସଦଙ୍କ ନାରେ ଅଭିଯୋଗ - କନ୍ଧ ଆଦିବାସୀ ସଂଘ

ବଲାଙ୍ଗୀର କନ୍ଧ ଆଦିବାସୀ ସଂଘ ପକ୍ଷରୁ ନବରଙ୍ଗପୁର ପୂର୍ବତନ ସାଂସଦ ଓ କୋରାପୁଟ ପୂର୍ବତନ ସାଂସଦ ନାରେ ଥାନାରେ ଅଭିଯୋଗ ।

complaint-against-two-former-mp-in-bolangir
ବଲାଙ୍ଗୀରରେ ଦୁଇ ପୂର୍ବତନ ସାଂସଦଙ୍କ ନାରେ ଅଭିଯୋଗ
author img

By

Published : Jun 17, 2020, 2:56 AM IST

ବଲାଙ୍ଗୀର : କନ୍ଧ ଆଦିବାସୀ ସଂଘ ପକ୍ଷରୁ ଦୁଇ ପୂର୍ବତନ ସାଂସଦଙ୍କ ନା ରେ ଥାନାରେ ଅଭିଯୋଗ। ଆଦିବାସୀଙ୍କ ଜମି କିଣା ବିକାରେ ନିୟମ କୋହଳ ହେବା ନେଇ ଦୁଇ ସାଂସଦ ପୂର୍ବରୁ ସାମ୍ବାଦିକ ସମ୍ମୀଳନୀରେ କହିଥିଲେ ।

ବଲାଙ୍ଗୀରରେ ଦୁଇ ପୂର୍ବତନ ସାଂସଦଙ୍କ ନାରେ ଅଭିଯୋଗ

ବଲାଙ୍ଗୀର ଆଦିବାସୀ କନ୍ଧ ସମାଜ ଆଜି ଥାନା ଘେରାଉ କରିବା ସହ ଦୁଇ ପୂର୍ବତନ ସାଂସଦ ନା ରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ନବରଙ୍ଗୁପୁର ପୂର୍ବତନ ସାଂସଦ ବଳଭଦ୍ର ମାଝୀ ଓ କୋରାପୁଟ ପୂର୍ବତନ ସାଂସଦ ଜୟରାମ ପାଙ୍ଗି ଏକ ସାମ୍ବାଦିକ ସମ୍ମିଳନୀ କରି ଆଦିବାସୀଙ୍କ ଜମି କିଣା ବିକାରେ ନିୟମ କୋହଳ ହେବାର ବୋଲି କହିଥିଲେ। ଯାହାକୁ ଏମାନେ ତୀବ୍ର ବିରୋଧ କରିବା ସହ ଏହା ଆଦିବାସୀଙ୍କ ଅଧିକାର ବିରୋଧୀ ଓ ସମ୍ବିଧାନ ବିରୋଧୀ ବୋଲି ଏମାନେ କହିଛନ୍ତି। ଏମାନଙ୍କ ନା ରେ ଥାନାରେ ଲିଖିତ ଅଭିଯୋଗ କରିବା ସହ ତାଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.