ETV Bharat / state

ହସ୍ପିଟାଲ ଛାତ ସିଲିଂ ଖସି 2 ଆହତ - ceilling of the hospital collapsed, 2 injured

ବଲାଙ୍ଗୀର ହସ୍ପିଟାଲରେ ଅଘଚଟଣ । ହସ୍ପିଟାଲ ଛାତ ସିଲିଂ ଖସି 2 ଆହତ । ଅଧିକ ପଢନ୍ତୁ...

ceilling-of-the-hospital-collapsed-2-injured
ହସ୍ପିଟାଲ ଛାତ ସିଲିଂ ଖସି 2 ଆହତ
author img

By

Published : Jun 11, 2020, 11:07 PM IST

ବଲାଙ୍ଗୀର: ବଲାଙ୍ଗୀର ମେଡିକାଲ କଲେଜ୍ ହସ୍ପିଟାଲ୍ ଛାତ ସିଲିଂ ଖସି ଦୁଇ ଜଣ ଆହତ ହୋଇଛନ୍ତି । ଜିଲ୍ଲାର ଭୀମ ଭୋଇ ମେଡିକାଲ୍ କଲେଜ୍ ରେ ଏହି ଘଟଣା ଘଟିଛି । ତେବେ ଏଠି ଥିବା ମାନସିକ ୱାର୍ଡ଼ ର ଛାତ ସିଲିଂ ଖସି ପଡ଼ିଥିଲା । ଫଳରେ ଏଠାରେ କାର୍ଯ୍ୟରତ ଜଣେ ନର୍ସ ଓ ରୋଗୀ ଆହତ ହୋଇଥିବା ବେଳେ ବଡ ଅଘଟଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ହସ୍ପିଟାଲ ଛାତ ସିଲିଂ ଖସି 2 ଆହତ

ଏହି ଘର ଚାଳିଶ ବର୍ଷ ପୁରୁଣା ହୋଇଥିବାରୁ ଏହି ଘଟଣା ଘଟିଛି ଓ ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇ ଥିବା ମେଡିକାଲ୍ କର୍ତ୍ତୁପକ୍ଷ କହିଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.