ETV Bharat / state

ବଲାଙ୍ଗୀର ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକ - ବଲାଙ୍ଗୀର ମୁଖ୍ୟ ଖବର

ବଲାଙ୍ଗୀର ଜିଲ୍ଲା ବିଜେପି ଦଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଗାମୀ ଦିନରେ ହେବାକୁ ଥିବା ନୂତନ କାର୍ଯ୍ୟପନ୍ଥା ଓ ନୂତନ କର୍ମକର୍ତ୍ତା ଚୟନ ନେଇ ଆଲୋଚନା ହୋଇଛି ।

bolangir district bjp executive meeting
ବଲାଙ୍ଗୀର ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକ
author img

By

Published : Mar 13, 2021, 7:57 PM IST

ବଲାଙ୍ଗୀର: ଜିଲ୍ଲା ବିଜେପି ଦଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଗାମୀ ଦିନରେ ହେବାକୁ ଥିବା ନୂତନ କାର୍ଯ୍ୟପନ୍ଥା ଓ ନୂତନ କର୍ମକର୍ତ୍ତା ଚୟନ ନେଇ ଆଲୋଚନା ହୋଇଛି ।

ବଲାଙ୍ଗୀର ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗୀର ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଭଗବତୀ କଲ୍ୟାଣ ମଣ୍ଡପରେ ଏହି ବୈଠକ ହୋଇଛି । ଏଥିରେ ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ମହାନନ୍ଦ ପ୍ରମୁଖ ଓ ବିଜେପିର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ନୂତନ ସାଂଗଠନିକ କର୍ମକର୍ତ୍ତା ଚୟନ ହୋଇଯାଇଛି । ସମାନ ଭାବରେ ଆଗକୁ ପୌର ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଏଥି ପାଇଁ ବିଶେଷ ରଣନୀତି ତିଆରି ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି ।

ସେହିପରି ଜିଲ୍ଲାର ଦୁଇ ପ୍ରମୁଖ ସମସ୍ୟା ଧାନ କିଣାରେ ଦୁର୍ନୀତି ଓ ଲୋୟର ସୁକତେଲ ପ୍ରକଳ୍ପକୁ ନେଇ ଅନିଶ୍ଚିତତାକୁ ନେଇ ଏଠି ନିନ୍ଦା ପ୍ରସ୍ତାବ ଗ୍ରହଣ କରାଯାଇଛି । ଆଗାମୀ ଦିନରେ ଜନସାଧାରଣଙ୍କ ସ୍ବାର୍ଥକୁ ନେଇ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.