ETV Bharat / state

ଜଳଯୋଗାଣ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ - ଜଳଯୋଗାଣ କର୍ମଚାରୀଙ୍କ ମୃତ୍ୟୁ

ବଲାଙ୍ଗୀର ସଇଁତଳା ବ୍ଲକ ଅନ୍ତର୍ଗତ ତାଲବାହାଲ ଗାଁର ଜଳ ଯୋଗାଣ କର୍ମଚାରୀଙ୍କ ମୃତଦେହ ଉଦ୍ଧାର । କ୍ଷତିପୂରଣ ଦାବିରେ ପରିବାର ଲୋକଙ୍କ ଧାରଣା । ଅଧିକ ପଢନ୍ତୁ...

ଜଳଯୋଗାଣ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

author img

By

Published : Mar 18, 2021, 7:21 PM IST

ବଲାଙ୍ଗୀର: ନିଖୋଜ ଜଳ ଯୋଗାଣ କର୍ମଚାରୀଙ୍କ ମୃତଦେହ ଉଦ୍ଧାର । ବଲାଙ୍ଗୀର ସଇଁତଳା ବ୍ଲକ ଅନ୍ତର୍ଗତ ତାଲବାହାଲ ଗାଁର ଜଳ ଯୋଗାଣ କର୍ମଚାରୀ ଭାସ୍କର ଛତ୍ରିଆ ବୁଧବାର ଠାରୁ ନିଖୋଜ ଥିଲେ । ଗୁରୁବାର ଧୁନକେଡା ଗ୍ରାମ ନିକଟସ୍ଥ ପତ୍ରଫଡି ପୋଲ ତଳୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ତାଙ୍କ ମୃତ୍ୟୁର କାରଣ ଏ ଯାଏଁ ଅସ୍ପଷ୍ଟ ରହିଛି ।

ଜଳଯୋଗାଣ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ସୂଚନାଯୋଗ୍ୟ, ଭାସ୍କର ସ୍ଥାନୀୟ ଜଳ ଯୋଗାଣ ବିଭାଗରେ କାର୍ଯ୍ୟରତ ଥିଲେ । ବୁଧବାର ଦିନ ସେ କାମକୁ ଯାଇ ଆଉ ଘରକୁ ଫେରିନଥିଲେ । ଆଜି ପତ୍ରଫଡି ପୋଲ ତଳେ ତାଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ତାଙ୍କର କିପରି ମୃତ୍ୟୁ ଘଟିଲା, ଏନେଇ କିଛି ଜଣାପଡିନଥିବାବେଳେ ମୃତକଙ୍କ ପରିବାର ଲୋକେ କ୍ଷତିପୂରଣ ଓ ପରିବାରରୁ ଜଣକୁ ଚାକିରୀ ଦାବି କରି ସଇଁତଳା ବ୍ଲକ ସମ୍ମୁଖରେ ମୃତଦେହ ରଖି ଧାରଣା ଦେଇଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.