ETV Bharat / state

ବିଜେପିରେ ସାମିଲ ହେଲେ ଶତାଧିକ ବିଜେଡି କର୍ମୀ

ଆଜି ବଲାଙ୍ଗୀରର ଶତାଧିକ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ବିଜେପି ସାଂସଦ ସଙ୍ଗୀତା ସିଂଦେଓଙ୍କ ଉପସ୍ଥିତିରେ ସେମାନେ ବିଜେପିରେ ସାମିଲ ହୋଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Aug 21, 2019, 11:16 PM IST

ବଲାଙ୍ଗୀର: ଆଜି ଶତାଧିକ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ବଲାଙ୍ଗୀର ବିଜେପି ସାଂସଦ ସଙ୍ଗୀତା ସିଂଦେଓଙ୍କ ଉପସ୍ଥିତିରେ ସେମାନେ ବିଜେପିରେ ସାମିଲ ହୋଇଛନ୍ତି । ସାଂସଦ ସଙ୍ଗୀତା ସିଂଦେଓ ସେମାନଙ୍କୁ ସ୍ବାଗତ କରିବା ସହ ଏହା ଦ୍ବାରା ବଲାଙ୍ଗୀର ବିଧାନସଭା ମଣ୍ଡଳୀ ମଜବୁତ ହେବ ବୋଲି ପ୍ରକାଶ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ଯୁବନେତା ପ୍ରଶାନ୍ତ ମିଶ୍ର ଓ ବାସୁଦେବ ରଥଙ୍କ ନେତୃତ୍ବରେ ଆଜି ଶତାଧିକ ବିଜେଡି କର୍ମୀ ଏହି ମିଶ୍ରଣ ପର୍ବରେ ବିଜେପିରେ ସାମିଲ ହୋଇଛନ୍ତି ।

ଗତ ନିର୍ବାଚନରେ ବଲାଙ୍ଗୀର ବିଧାନସଭା ଆସନରେ ବିଜେଡି ଶୋଚନୀୟ ପରାସ୍ତ ହୋଇଥିଲା । ଏହାପରେ ସଂସଦୀୟ କ୍ଷେତ୍ରରେ ମଧ୍ୟ ବିଜେଡିର ହାର ମାନିଥିଲା । ଯାହାପରେ ଏହି ଦଳର ଶତାଧିକ ଅସନ୍ତୁଷ୍ଟ କର୍ମୀ ଆଜି ବିଜେଡି ଛାଡିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଂଗୀର ରେ ଆଜି ସତଧିକ ଯୁବକ ତଥା ବିଜେଡି କର୍ମୀ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଯାହାଙ୍କୁ ବଲାଂଗୀର ବିଜେପି ସାଂସଦ ସଙ୍ଗୀତ ସିଂ ଦେଓ ସ୍ୱାଗତ କରିଥିବା ବେଳେ ଏହା ଦ୍ୱାରା ବଲାଂଗୀର ବିଧାନସଭା ମଣ୍ଡଳୀ ମଜବୁତ ହେବ ବୋଲି ସେ କହିଛନ୍ତି ।

Body:ବଲାଂଗୀରରେ ଆଜି ସତାଧିକ ଯୁବକ ତଥା ବିଜେଡି କର୍ମୀ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ତେବେ ବଲାଙ୍ଗୀର ବିଧାନ ସଭା ରେ ବିଜେଡିର ଶୋଚନୀୟ ପରାଜୟ ଓ ସଂସଦୀୟ କ୍ଷେତ୍ରରେ ମଧ୍ୟ ବିଜେଡି ର ହାର ହୋଇଥିଲା । ଯାହାପରେ ଏହି ଦଲର ଅସନ୍ତୁଷ୍ଟ କର୍ମୀ ଆଜି ଶତାଧିକ ସଂଖ୍ୟାରେ ବିଜେଡି ଛାଡିଛନ୍ତି । ଏବଂ ବିଜଡି କୁ ଏଥିରେ ବଡ଼ ଝଟକା ଲାଗିଥିବା ବେଳେ ବିଜେପି ଏହାର ଲାଭ ନେଇଛି । ତେବେ ବଲାଂଗୀର ର ଯୁବ ନେତା ପ୍ରଶାନ୍ତ ମିଶ୍ର ତଥା ବାସୁଦେବ ରଥ ଙ୍କ ନେତୃତ୍ୱରେ ଆଜିଇ ଏହି ମିଶ୍ରଣ ପର୍ବ ହୋଇ ଯାଇଛି । ଯେଉଁଥିରେ ନିଜେ ବଲାଂଗୀର ବଜିପି ସାଂସଦ ସଙ୍ଗୀତ ସିଂ ଦେଓ ଉପସ୍ଥିତ ରହି ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ଏହା ଦ୍ୱାରା ବଲାଂଗୀର ବିଧାନସଭା ମଣ୍ଡଳୀ ମଜବୁତ ହେବ ବୋଲି ସେ କହିଛନ୍ତି ।
ବାଇଟ ସଙ୍ଗୀତା ସିଂ ଦେଓ ସାଂସଦ ବଲାଂଗୀର

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.