ETV Bharat / state

ବାଇକ ଚାଳକଙ୍କୁ ବଡ଼ ଫାଇନ; 22,500 ଜୋରିମାନା କାଟିଲା ପରିବହନ ବିଭାଗ - କଣ୍ଟାବାଞ୍ଜି

ଏବେ ବି ଛାଡ଼ିନି ଫାଇନ୍ ଭୟ । ସରକାର ତିନିମାସ ପାଇଁ ଫାଇନର ପରିମାଣ କୋହଳ କରିବାକୁ ଘୋଷଣା କରିଛନ୍ତି । କିନ୍ତୁ ତଥାପି ଛାଡ଼ୁନି ପରିବହନ ବିଭାଗ । ମୋଟର ଯାନ ଆଇନ ଉଲ୍ଲଂଘନ ଅଭିଯୋଗରେ କଣ୍ଟାବାଞ୍ଜିରେ ବାଇକ ଆରୋହୀଙ୍କ ନାମରେ ହୋଇଛି 22,500 ଜୋରିମାନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Sep 15, 2019, 7:42 PM IST

ବଲାଙ୍ଗୀର: କଣ୍ଟାବାଞ୍ଜିରେ ଜଣେ ବାଇକ୍‌ ଆରୋହୀଙ୍କୁ 22,500 ଟଙ୍କା ଜୋରିମାନା ହୋଇଛି । ଆଇନ ଅନୁଯାୟୀ ୫ଟି ନିୟମ ଉଲ୍ଲଂଘନ କରିଥିବାରୁ ବାଇକ୍‌ ଚାଳକକୁ ଏହି ଜୋରିମାନା ହୋଇଛି । ଏହି ବଡ଼ ଆକାରର ତଣ୍ଡ ଗଣିଛନ୍ତି କଣ୍ଟାବାଞ୍ଜିର ସୁଶାନ୍ତ କୁମାର ମେହେର ।

bike-rider-fine
ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ନିଜ ଗ୍ରାମ ବେଲପଡ଼ାକୁ ଫେରୁଥିବାବେଳେ କୁର୍ଲି ଛକରେ ପରିବହନ କର୍ମଚାରୀ କାଗଜପତ୍ର ଯାଞ୍ଚ କରିଥିଲେ । ତେବେ ସେ ପରିବହନ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଛି । ପରେ ଆଇନ ଅମାନ୍ୟ କରିଥିବା ଓ ଦୁର୍ବ୍ୟବହାର ପାଇଁ ପରିବହନ ବିଭାଗ ତାଙ୍କ ଉପରେ ୨୦୦୦ ଟଙ୍କା ଜୋରିମାନା କରିଛନ୍ତି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ସେହିପରି ସାଧାରଣ ନିୟମ ଉଲ୍ଲଂଘନ କରିଥିବାରୁ ୫୦୦, ବୈଧ ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ୫୦୦୦, ନିର୍ଦ୍ଧାରିତ ବେଗଠାରୁ ଅଧିକ ବେଗରେ ଗାଡ଼ି ଚଲାଉଥିବାରୁ ୫୦୦୦ ଓ ମଦ ପିଇ ଗାଡ଼ି ଚଲାଉଥିବାରୁ ୧୦,୦୦୦ ଜୋରିମାନା କରିଛି ପରିବହନ ବିଭାଗ ।

ବଲାଙ୍ଗୀରରୁ ଶେଖ ମଦମ୍ମଦ ୱାହିଦ, ଇଟିଭି ଭାରତ

Intro:ବାଇକ୍‌ ଚାଳକକୁ ୨୨୫୦୦ ଟଙ୍କା ଜୋରିମାନା ୫ଟି ନିୟମ ଉଲ୍ଲଂଘନ କରିଥିବାରୁ ହୋଇଛି ଏହି ଜୋରିମାନା
Body:ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ଜଣେ ବାଇକ୍‌ ଆରୋହିଙ୍କୁ ୨୨୫୦୦ ଟଙ୍କା ଜୋରିମାନା ହୋଇଛି। ବିଭିନ୍ନ ୫ଟି ନିୟମ ଉଲ୍ଲଂଘନ କରିଥିବାରୁ ବାଇକ୍‌ ଚାଳକକୁ ଏହି ଜୋରିମାନା ହୋଇଛି। ଏହି ତନ୍ଦ ଗଣିବାକୁ ଥିବା ବେଲ୍‌ପଡ଼ା ଗାଁର ସୁଶାନ୍ତ କୁମାର ମେହେର ଆଜି ଜିଏକି ଆଜ କଣ୍ଟାବାଞ୍ଜିରୁ ଘରକୁ ଫେରୁଥିଲେ। ଏବଂ କୁର୍ଲି ଛକରେ ପରିବହନ କର୍ମଚାରୀମାନେ ତାଙ୍କ ବାଇକ୍‌କୁ ଅଟକାଇ କାଗଜପତ୍ର ଯାଞ୍ଚ କରିଥିଲେ। ତେବେ ସେ ପରିବହନ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଥିଲା। ଜାହାପରେ ଆଇନ୍ ଅମାନ୍ୟ କରିଥିବା ଓ ଦୁର୍ବ୍ୟବହାର ପାଇଁ ପରିବହନ ବିଭାଗ ତାଙ୍କ ଉପରେ ୨୦୦୦ ଟଙ୍କା ଜୋରିମାନା କରିଥିଲା। ସେହିପରି ସାଧାରଣ ନିୟମ ଉଲ୍ଲଂଘନ କରିଥିବାରୁ ୫୦୦, ବୈଧ ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ୫୦୦୦, ନିର୍ଦ୍ଧାରିତ ବେଗଠାରୁ ଅଧିକ ବେଗରେ ଗାଡ଼ି ଚଲାଉଥିବାରୁ ୫୦୦୦ ଓ ମଦ ପିଇ ଗାଡ଼ି ଚଲାଉଥିବାରୁ ୧୦୦୦୦ ଜୋରିମାନା କରିଥିଲେ। Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.