ETV Bharat / state

ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ, ଦୁଇ ଆହତ

author img

By

Published : Oct 20, 2019, 6:37 AM IST

ବଲାଙ୍ଗୀର କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ବାଇକ ମୁହାଁମୁହିଁ ଧକ୍କା ଯୋଗୁଁ ଦୁର୍ଘଟଣାରେ ଜଣେ ମୃତ ଦୁଇ ଜଣ ଆହତ ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର: କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଚଟୁଅନକା ଗ୍ରାମ ସ୍କୁଲ ପାଖରେ ମୁହାଁମୁହିଁ ଧକ୍କା ହୋଇଛି ଦୁଇ ବାଇକ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ବଲାଙ୍ଗୀର

ସୁଚନା ଅନୁଯାୟୀ ଗୋଟିଏ ବାଇକରେ ୩ ଜଣ ଯାଉଥିଲେ । ସେହି ସମୟରେ ଏକ ବାଇକ ଦୃତ ଗତିରେ ସାମ୍ନା ପଟୁ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଚଟୁଅନକା ଗ୍ରାମର କଲାନିଧି ହରପାଲ (୩୮)ଙ୍କ ମୃତ୍ୟୁ ହୋଇଛି । ବିସିକେସନ ତାଣ୍ଡି (୪୮), ଋଷି ଅପ୍ପା (୫୫) ଗୁରୁତର ଥିବାରୁ ସେମାନଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସେପଟେ କଣ୍ଟାବାଞ୍ଜି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ମୃତ କଲାନିଧି ହରପାଲଙ୍କ ବଡ ଭାଇଙ୍କର ପୁର୍ବରୁ ହୃତଘାତରେ ମୃତ୍ୟୁ ହୋଇଥିବା ବେଳେ ଦୁଇ ଭାଇ ଘର ଚଳାଉଥିଲେ । କଲାନିଧିର ମୃତ୍ୟୁ ହୋଇଥିବାରୁ ଏବେ ପରିବାର ଲୋକ ଅସହାୟ ହୋଇପଡିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହେଦ, ଇଟିଭି ଭାରତ

Intro:Body:ବଲାଙ୍ଗୀର କଣ୍ଟାବାଞ୍ଜି ଥାନା ଚଟୁଅନକା ଗ୍ରାମ ସ୍କୁଲ ପାଖ ରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ରେ ଚଟୁଅନକା ର କଲାନିଧି ହରପାଲ (୩୮) ଙ୍କ ମୃତ୍ୟୂ ହୋଇଥିବା ବେଲେ ବିସିକେସନ ତାଣ୍ଡି (୪୮), ଋଷି ଅପ୍ପା (୫୫) ଗୁରୁତର ଥିବା ରୁ ସେମାନଙ୍କୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି । ସୁଚନା ଅନୁସାରେ ଏକ ବାଇକ ରେ ୩ ଜଣ ଯାଉଥିଲେ । ସେହି ସମୟ ରେ ଏକ ବାଇକ ଦୃତ ଗତି ରେ ସାମ୍ନା ପଟୁ ଧକ୍କା ଦେଇଥିଲେ । ଫଳରେ ଘଣାସ୍ଥଳରେ ଜଣକ ମୃତ୍ୟୁ ହୋଇଥିଲା। ସେପଟେ କଣ୍ଟାବାଞ୍ଜି ପୋଲିସ ଘଟଣା ସ୍ଥଳ କୁ ଯାଇ ଅଧିକ ତଦନ୍ତ ଆରମ୍ଭ କରିଛି । ମୃତ କଲାନିଧି ହରପାଲ ଙ୍କ ବଡ ଭାଇ ପୁର୍ବ ରୁ ହୃତଘାତ ରେ ମୃତ୍ୟୂ ହୋଇଥିବା ବେଳେ ଦୁଇ ଭାଇ ଘର ଚଳାଉଥିଲେ । ଏବେ କଲାନିଧି ର ମୃତ୍ୟୁ ହୋଇଥିବା ପରିବାର ଲୋକ ଅସାହୟ ହୋଇ ଯାଇଛନ୍ତି ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.