ETV Bharat / state

ଅଦିନିଆ ବର୍ଷା ପରେ ଅସମ୍ଭାଳ ଥଣ୍ଡା - ବାଲାଙ୍ଗୀରରେ ଶୀତ

ଅଦିନିଆ ବର୍ଷା ପରେ କୋହଲା ପାଗ ସାଙ୍ଗକୁ ପ୍ରବଳ ଥଣ୍ଡା ଅନୁଭୂତ ହୋଇଛି ବଲାଙ୍ଗୀର ଜିଲ୍ଲାରେ। ଅଧିକ ପଢ଼ନ୍ତୁ...

balangir freezes in cold, nonseasonal rain in odisha, ଅଦିନିଆଁ ବର୍ଷା ପରେ ଅସମ୍ଭାଳ ଥଣ୍ଡା, ବାଲାଙ୍ଗୀରରେ ଶୀତ, ପ୍ରବଳ ଥଣ୍ଡା
ଅଦିନିଆଁ ବର୍ଷା ପରେ ଅସମ୍ଭାଳ ଥଣ୍ଡା
author img

By

Published : Jan 4, 2020, 10:03 PM IST

ବଲାଙ୍ଗୀର: କୋହଲା ପାଗ ସାଙ୍ଗକୁ ଥଣ୍ଡାରେ ଥରୁଛି ସାରା ଜିଲ୍ଲା। ଏହାଦ୍ବାରା ସାଧାରଣ ଜନଜୀବନ ମଧ୍ୟ ବେଶ ପ୍ରଭାବିତ ହୋଇଛି। ବିଶେଷ କରି ଶୁକ୍ରବାର ଠାରୁ ବଲାଙ୍ଗୀରରେ ହଠାତ ପାଗରେ ପରିବର୍ତ୍ତନ ଆସିଥିବା ବେଳେ ଝିପି ଝିପି ବର୍ଷା ମଧ୍ୟ ଲାଗି ରହିଛି। ଯାହାଫଳରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି।

ଅଦିନିଆଁ ବର୍ଷା ପରେ ଅସମ୍ଭାଳ ଥଣ୍ଡା

ସେପଟେ ବର୍ଷା ଯୋଗୁଁ କୃଷି ସହ ଅନ୍ୟାନ୍ୟ କ୍ଷେତ୍ର ମଧ୍ୟ ପ୍ରଭାବିତ ହୋଇଛି। ବିଶେଷ କରି ଚାଷୀଙ୍କ ଶୀତ ଦିନିଆ ଫସଲ ଏଥିରେ ନଷ୍ଟ ହେବାର ସମ୍ଭାବନା ଦେଖା ଦେଇଛି। ସମାନ ଭାବରେ ମଣ୍ଡିରେ ଧାନ ବିକିବାକୁ ଆସିଥିବା ଚାଷୀ ମଧ୍ୟ ବର୍ଷା ଯୋଗୁଁ ହଇରାଣ ହୋଇଛନ୍ତି। ପାଗରେ ହଠାତ ପରିବର୍ତ୍ତନକୁ ନେଇ ଲୋକେ ପ୍ରକୃତିରେ କିଛି ଅସ୍ବାଭାବିକ ଘଟିଥିବାର ସନ୍ଦେହ କରିଛନ୍ତି। ଏହାସହ ଏମିତି ପାଗର ପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡିବାର ଆଶଙ୍କା ଅଛି ବୋଲି କହିଛନ୍ତି ଲୋକେ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଙ୍ଗୀରରେ କୋହଳ ପାଗ ସାଙ୍ଗକୁ ଥଣ୍ଡା ଜାରି, ସାଧାରଣ ଜୀବନ ଯାପନ ପ୍ରଭାବିତ ।

Body:ବଲାଙ୍ଗୀରରେ କୋହଳ ପାଗ ସାଙ୍ଗକୁ ଥଣ୍ଡା ଜାରି ରହିଛି । ଏବଂ ଏହାଦ୍ୱାରା ସାଧାରଣ ଜୀବନ ଯାପନ ପ୍ରଭାବିତ ହୋଇଛି। ବିଶେଷ କରି ଗତ କାଲିଥୁନ ବଲାଙ୍ଗୀରରେ ହଠାତ ପାଗରେ ପରିବର୍ତ୍ତନ ଆସିଥିବା ବେଳେ ଝିପି ଝିପି ବର୍ଷା ମଧ୍ୟ ଲାଗି ରହିଛି। ଯାହାଫଳରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ସେପଟେ ବର୍ଷା ଯୋଗୁଁ କୃଷି ଠୁଁ ନେଇ ସବୁକିଛି ପ୍ରଭାବିତ ହୋଇଛି। ବିଶେଷ କରି ଚାଷୀଙ୍କ ସୀତା ଦିନିଆ ଫସଲ ଏଥିରେ ନଷ୍ଟ ହେବାର ସମ୍ଭାବନା ଦେଖା ଦେଇଛି। ସମାନ ଭାବରେ ମନ୍ଦିର ଧାନ ବିକିବାକୁ ଆସିଥିବା ଚାଷୀ ମଧ୍ୟ ବରଷା ଯୋଗୁଁ ହଇରାଣ ହୋଇଛନ୍ତି । ତେବେ ପାଗରେ ହଠାତ ପରିବର୍ତ୍ତନ କୁ ନେଇ ଲୋକେ ପ୍ରକୃତିରେ କିଛି ଅସ୍ୱାଭାବିକ ଘଟିଥିବାର ସନ୍ଦେହ କରିଛନ୍ତି । ଏବଂ ଏଥିରେ ଲୋକଙ୍କୁ ରୋଗ ଭୟ ଅଛି ବୋଲି ଲୋକେ କହିଛନ୍ତି ।
ବାଇଟ ସନ୍ଦୀପ କୁଅଁର ବଲାଂଗୀର ବାସିନ୍ଦା

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.