ETV Bharat / state

ଜିଲ୍ଲା ପରିଷଦ ସଭ୍ୟଙ୍କ ଶପଥ ପାଠ - ବଲାଙ୍ଗୀର ଜିଲ୍ଲା ପରିଷଦ ସଭ୍ୟ ଶପଥ ପାଠ

ବଲାଙ୍ଗୀର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିର୍ବାଚିତ ହୋଇଥିବା ସମସ୍ତ ନୂତନ ଜିଲ୍ଲା ପରିଷଦ ସଭ୍ୟ ଆଜି(ରବିବାର) ଶପଥ ପାଠ କରି ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ

ଜିଲ୍ଲା ପରିଷଦ ସଭ୍ୟଙ୍କ ଶପଥ ପାଠ
ଜିଲ୍ଲା ପରିଷଦ ସଭ୍ୟଙ୍କ ଶପଥ ପାଠ
author img

By

Published : Mar 13, 2022, 9:52 PM IST

ବଲାଙ୍ଗୀର: ବଲାଙ୍ଗୀର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଜି(ରବିବାର) ନୂତନ ଭାବରେ ନିର୍ବାଚିତ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ତେବେ ବଲାଙ୍ଗୀର ଡିଆରଡିଏ ସମ୍ମିଳନୀ କକ୍ଷରେ ଏହି ଶପଥ ପାଠ ଉତ୍ସବ ଆୟୋଜିତ ହୋଇଥିଲା ।

ବଲାଙ୍ଗୀର ଜିଲ୍ଲାପାଳ ସମସ୍ତଙ୍କୁ ଶପଥପାଠ କରାଇଥିଲେ । ଯେଉଁଥିରେ ଜିଲ୍ଲାର ସମସ୍ତ 34 ଜଣ ଜିଲ୍ଲାପରିଷଦ ସଭ୍ୟ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଏଥିରେ ଶପଥପାଠ କରିବା ସହ ଦାୟିତ୍ଵ ଗ୍ରହଣ କରିଥିଲେ । ସେହିପରି ସମସ୍ତେ ଗୋଟିଏ ପରିବାର ଭଳି ବଲାଙ୍ଗୀରର ଗାଁଠୁ ବ୍ଲକ ପର୍ଯ୍ୟନ୍ତ ସର୍ବାଙ୍ଗୀନ ଉନ୍ନତି ଓ ଲୋକଙ୍କ ସେବା ପାଇଁ ତତ୍ପର ରହିବେ ବୋଲି କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.