ETV Bharat / state

ଶୌଚାଳୟରେ ତିନି ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗ - bolangir

ଜଣେ ତିନି ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ହୋଇଥିବାର ହୋଇଛି ଅଭିଯୋଗ । ଘଟଣାଟି ଘଟିଛି ବଲାଙ୍ଗୀରର ଏକ ଗାଁରେ । ଅଭିଯୋଗ ଅନୁସାରେ ନିଜ ଘର ଦାଣ୍ଡରେ ଖେଳୁଥିବା ଶିଶୁ କନ୍ୟାକୁ ସେହି ଗାଁର ଜଣେ ନାବାଳକ ପାଖ ଏକ ଶୌଚାଳୟକୁ ନେଇ ଯାଇଥିଲା ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବଲାଙ୍ଗୀର
author img

By

Published : Apr 20, 2019, 8:25 PM IST

ବଲାଙ୍ଗୀର: ରାଜ୍ୟରେ କମୁନି ନାବାଳିକା ଦୁଷ୍କର୍ମ ଘଟଣା । ଜଣେ ତିନି ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ହୋଇଥିବାର ହୋଇଛି ଅଭିଯୋଗ । ଘଟଣାଟି ଘଟିଛି ବଲାଙ୍ଗୀରର ଏକ ଗାଁରେ । ଅଭିଯୋଗ ଅନୁସାରେ ନିଜ ଘର ଦାଣ୍ଡରେ ଖେଳୁଥିବା ଶିଶୁ କନ୍ୟାକୁ ସେହି ଗାଁର ଜଣେ ନାବାଳକ ପାଖ ଏକ ଶୌଚାଳୟକୁ ନେଇ ଯାଇଥିଲା । ଏବଂ ସେଠାରେ ଶିଶୁକୁ ଦୁଷ୍କର୍ମ କରିବା ପରେ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ଛାଡି ଫେରାର ହୋଇଯାଇଥିଲା ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବଲାଙ୍ଗୀର

ସେପଟେ ଶିଶୁଟି ନିଜ ଘରକୁ ଆସି କାନ୍ଦି କାନ୍ଦି ନିଜ ମାଆକୁ ସବୁ କଥା କହିବା ପରେ ଘର ଲୋକେ ଶିଶୁକୁ ପ୍ରଥମେ ବଲାଙ୍ଗୀର ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ । ଅଭିଯୋଗ ପରେ ବଲାଙ୍ଗୀର ସଦର ପୋଲିସ ଓ ଶିଶୁମଙ୍ଗଳ ଅଧିକାରୀ ଆସି ଘଟଣାରେ ତଦନ୍ତ ଜାରି ରଖିଛନ୍ତି ।

ସେପଟେ ଏଭଳି କୁକର୍ମ ଶିଶୁର ପରିବାର ଲୋକେ ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ତେବେ ଶିଶୁ କନ୍ୟାର ଚିକିତ୍ସା ଚାଲିଥିବାବେଳେ ଏବେ ସେ ସୁସ୍ଥ ଥିବାର ଜଣାପଡିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.