ETV Bharat / state

ବଲାଙ୍ଗୀରରେ ପୁଣି 7 କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Jun 2, 2020, 7:34 PM IST

ଜିଲ୍ଲାରେ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେଉଁଥିରେ ମଙ୍ଗଳବାର ପୁଣି 7 କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାପରେ ମୋଟ ସଂଖ୍ୟା ହେଲା 89ରେ ପହଞ୍ଚିଛି । ଅଧିକ ପଢ଼ନ୍ତୁ...

7 corona positive in balangir
ବଲାଙ୍ଗୀରରେ ପୁଣି 7 କୋରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗୀର: ଜିଲ୍ଲାରେ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେଉଁଥିରେ ମଙ୍ଗଳବାର ପୁଣି 7 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ମୋଟ ସଂଖ୍ୟା ହେଲା 89ରେ ପହଞ୍ଚିଛି । ତେବେ ମଙ୍ଗଳବାର ଟିଟିଲାଗଡ ବ୍ଲକ ସିଲଣ୍ଡା ପଞ୍ଚାୟତରୁ 4 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏମଧ୍ୟରୁ 2 ଜଣ ଚେନ୍ନାଇ ଫେରନ୍ତା, ଜଣେ ମହାରାଷ୍ଟ୍ର ଓ ଆଉ ଜଣେ ଛତିଶଗଡରୁ ଆସିଥିବା ଜଣା ପଡିଛି ।

ସେହିପରି ଟିଟିଲାଗଡ ବ୍ଲକ ଘଣ୍ଟାସଦା ଗ୍ରାମ ପଞ୍ଚାୟତରୁ ଜଣେ ରାୟପୁର ଫେରନ୍ତା, ଟିଟିଲାଗଡ଼ ଆଇଁଲା ଭଟ ଗ୍ରାମରୁ ଜଣେ ରାୟପୁର ଓ ଏହି ବ୍ଲକର ସୁରଡା ଗ୍ରାମରୁ ଜଣେ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାପଡିଛି । ତେବେ ସମସ୍ତ 7 ଜଣ ଆକ୍ରାନ୍ତଙ୍କୁ ବଲାଙ୍ଗୀର କିମ୍ସ କୋଭିଡ୍ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ସେପଟେ ଏଠି ମୋଟ ସଂଖ୍ୟାରୁ 8 ଜଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା 81ରେ ପହଞ୍ଚିଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.