ETV Bharat / state

STF Raid: ୬ଟି ହାତୀ ଦାନ୍ତ ଜବତ, ଜଣେ ଗିରଫ - ବଲାଙ୍ଗୀରର ମାଳପଡାରୁ ହାତୀ ଦାନ୍ତ ଜବତ

ବଲାଙ୍ଗୀରର ମାଳପଡାରୁ ପ୍ରାୟ ୯ କିଲୋଗ୍ରାମ ଓଜନର ୬ଟି ହାତୀ ଦାନ୍ତ ଜବତ କରିଛି ଏସଟିଏଫ । ଏଥିସହ ଜଣେ ବେପାରୀକୁ ଗିରଫ କରିଛି ଭୁବନେଶ୍ୱର ସ୍ୱତନ୍ତ୍ର ଟାସ୍କଫୋର୍ସ । ମାଳପଡା ଗ୍ରାମରୁ ନୁରେନ ସେଠକୁ ଗିରଫ କରିଛି । ଅଧିକ ପଢନ୍ତୁ

STF Raid: ୬ଟି ହାତୀ ଦାନ୍ତ ଜବତ, ଜଣେ ଗିରଫ
STF Raid: ୬ଟି ହାତୀ ଦାନ୍ତ ଜବତ, ଜଣେ ଗିରଫ
author img

By

Published : May 5, 2022, 6:00 PM IST

Updated : May 5, 2022, 7:19 PM IST

ବଲାଙ୍ଗୀର: ଏସଟିଏଫ ପଞ୍ଝାରେ ହାତୀ ଦାନ୍ତ ତସ୍କର । ଲାଙ୍ଗୀରର ମାଳପଡାରୁ ପ୍ରାୟ ୯ କିଲୋଗ୍ରାମ ଓଜନର ୬ଟି ହାତୀ ଦାନ୍ତ ଜବତ କରିଛି ଏସଟିଏଫ । ଏଥିସହ ଜଣେ ବେପାରୀକୁ ଗିରଫ କରିଛି ଭୁବନେଶ୍ୱର ସ୍ୱତନ୍ତ୍ର ଟାସ୍କଫୋର୍ସ । ଗିରଫ ବ୍ୟକ୍ତିଜଣକ ହେଲେ ମାଲପଡା ଗ୍ରାମର ନୁରେନ ସେଠ । STFର ଏକ ଟିମ୍ ବଲାଙ୍ଗୀର ବନ ଅଧିକାରୀଙ୍କ ସହାୟତାରେ ବଲାଙ୍ଗୀର ଟାଉନ୍ ଥାନା ଜିଲ୍ଲା ଅନ୍ତର୍ଗତ ମାଳପଡା ଗାଁ ନିକଟରେ ବଲାଙ୍ଗୀର ବନବିଭାଗ ଅଧୀନରେ ଥିବା ବଲାଙ୍ଗୀର ବନ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି ।

STF Raid: ୬ଟି ହାତୀ ଦାନ୍ତ ଜବତ, ଜଣେ ଗିରଫ

୨୦୨୦ ପରଠାରୁ STF ୨୭ଟି ଚିତାବାଘ ଚମଡା, ୨୪ଟି ହାତୀ ଦାନ୍ତ, ୭ଟି ହରିଣ ଛାଲ, ୧୩ଟି ଜୀବନ୍ତ ବଜ୍ରକାପ୍ତା, ୩୦ କିଲୋ ୪୦୦ ଗ୍ରାମ ବଜ୍ରକାପ୍ତା କାତି, ୨୭ଟି ଚିତାବାଘ ଛାଲ ଜବତ କରିଛି । ଏହାସହ ୨ଟି ଚିତା ବାଘ ଦାନ୍ତ, ୨୯ଟି ଚିତାବାଘ ନଖ, ୪୬ଟି ଜୀବନ୍ତ ବଣୁଆ ଶୁଆ ସହିତ ୬୭ ଜଣ ବନ୍ୟଜନ୍ତୁ ଅପରାଧୀଙ୍କୁ ଗିରଫ କରିଛି STF । ହାତୀ ଦାନ୍ତ ମାଫିଆ ନୁରେନ ସେଠକୁ ଗିରଫ କରା ଯାଇଥିବାବେଳେ ଏହି ହାତୀ ଦାନ୍ତ କେଉଁଠୁ ଆସିଲା ଏବଂ ଏହା କାହାକୁ ବିକ୍ରି କରାଯିବାକୁ ଥିଲା ସେସବୁର ତଦନ୍ତ କରୁଛି ବନବିଭାଗ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ ଏବଂ ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : May 5, 2022, 7:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.