ETV Bharat / state

ବଲାଙ୍ଗୀରରେ 5 ନୂଆ କୋରୋନା ଆକ୍ରାନ୍ତ, 129 କୁ ବୃଦ୍ଧି ପଜିଟିଭ ସଂଖ୍ୟା

author img

By

Published : Jun 12, 2020, 10:40 PM IST

ବଲାଙ୍ଗୀରରେ ଶୁକ୍ରବାର ପୁଣି 5 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 129ରେ ପହଞ୍ଚିଥିବା ବେଳେ ଏମଧ୍ୟରୁ 87 ଜଣ ସୁସ୍ଥ ହୋଇଥିବାର ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବଲାଙ୍ଗୀରରେ 5 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, 129 କୁ ବୃଦ୍ଧି

ବଲାଙ୍ଗୀର: କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ବଲାଙ୍ଗୀରରେ ଶୁକ୍ରବାର ପୁଣି 5 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଚିହ୍ନଟ ପାଞ୍ଚ ଜଣ ଆକ୍ରାନ୍ତ ବଲାଙ୍ଗୀର ବଙ୍ଗୋମୁଣ୍ଡା ବ୍ଲକ ବିରି ପାଳି ପଞ୍ଚାୟତର ବୋଲି ଜଣାପଡ଼ିଛି ।

ସମସ୍ତେ ନିକଟରେ ମୁମ୍ବେଇରୁ ଫେରିଥିବା ବେଳେ ସମସ୍ତେ ସଂଗରୋଧ କେନ୍ଦ୍ରେ ଥିଲେ । ତେବେ ସମସ୍ତଙ୍କୁ ବଲାଙ୍ଗୀଗୀର କିମ୍ସ କୋଭିଡ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ସେପଟେ ବର୍ତ୍ତମାନ ବଲାଙ୍ଗୀର ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 129ରେ ପହଞ୍ଚିଥିବା ବେଳେ ଏମଧ୍ୟରୁ 87 ଜଣ ସୁସ୍ଥ ହୋଇଥିବାର ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମହ ୱାହୀଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.