ETV Bharat / state

ବଜ୍ରାଘାତରେ 5 ଗୋରୁ ମୃତ, ଅସହାୟ ମାଲିକ

author img

By

Published : May 30, 2020, 11:19 PM IST

Updated : May 31, 2020, 9:25 AM IST

ବଲାଙ୍ଗୀରରେ ଶନିବାର ବଜ୍ରାଘାତରେ ପାଞ୍ଚ ଗୋରୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସ୍ଥାନୀୟ ବାଙ୍ଗୁମୁଣ୍ଡା ବ୍ଲକ ଗୋବିନ୍ଦପୁର ଗ୍ରାମରେ ଏହି ଘଟଣା ଘଟିଛି । ଅଧିକ ପଢ଼ନ୍ତୁ...

cattle died after lightening, bolangir latest news, lightening in bolangir, ବଜ୍ରାଘାତରେ ଗୋରୁ ମୃତ, ବଲାଙ୍ଗୀର ଲାଟେଷ୍ଟ ନ୍ୟୁଜ୍‌, ବଲାଙ୍ଗୀରରେ ବଜ୍ରାଘାତ
ବଜ୍ରାଘାତରେ 5 ଗୋରୁ ମୃତ, ଅସହାୟ ମାଲିକ

ବଲାଙ୍ଗୀର: ବଲାଙ୍ଗୀରରେ ଶନିବାର ବଜ୍ରାଘାତରେ ପାଞ୍ଚ ଗୋରୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସ୍ଥାନୀୟ ବାଙ୍ଗୁମୁଣ୍ଡା ବ୍ଲକ ଗୋବିନ୍ଦପୁର ଗ୍ରାମରେ ଏହି ଘଟଣା ଘଟିଛି । ତେବେ ସମ୍ପୃକ୍ତ ଗ୍ରାମର ବେଦବର କୁମ୍ବାହରଙ୍କ ଗୋରୁମାନେ ଅପରାହ୍ନରେ ଚରୁଥିବା ସମୟରେ ବର୍ଷା ପବନ ହେବା ସହ ବଜ୍ରପାତ ହୋଇଥିଲା ।

ବଜ୍ରାଘାତରେ 5 ଗୋରୁ ମୃତ, ଅସହାୟ ମାଲିକ

ଏହି ସମୟରେ ଗୋରୁମାନେ ଏକ ଗଛ ତଳେ ଆଶ୍ରୟ ନେଇଥିବା ବେଳେ ଗଛରେ ବଜ୍ରାଘାତ ହୋଇଥିଲା । ଯେଉଁଥିରେ ପାଞ୍ଚଟି ଗୋରୁଙ୍କ ମୃତ୍ୟୁ ହୋଇଥିଲା । ଗୋରୁ ପାଳି ଜୀବିକା ମେଣ୍ଟାଉଥିବା ବେଦବର ଘଟଣାରେ ଅସହାୟ ହୋଇପଡି ସରକାରୀ ସାହାଯ୍ୟ ଦାବି କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : May 31, 2020, 9:25 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.