ETV Bharat / state

ଶ୍ରମିକମାନଙ୍କ 22ଟି ପ୍ରସ୍ତାବକୁ କାର୍ଯ୍ୟକାରୀ ଦାବି

ରାଜ୍ୟରେ ବହୁ ଶିଳ୍ପାନୁଷ୍ଠାନ ଗଢି ଉଠିଥିଲେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି ଯୁବକଯୁବତୀ । ଯାହାକୁ ନେଇ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ନେଇ କେତେକ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ନେଇ ଦାବି ଜଣାଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Jul 22, 2019, 3:09 PM IST

ଅନୁଗୋଳ: ଆଜିଯାଏ ଶ୍ରମିକଙ୍କୁ ନା ଉଚିତ ପାରିଶ୍ରମିକ ମିଳୁଛି ନା ସର୍ବନିମ୍ନ ସାମାଜିକ ସୁବିଧା । ଦିନକୁ ଦିନ ବୃଦ୍ଧି ପାଉଛି ବେକାରୀ ସମସ୍ୟା । ଫଳରେ ବାଧ୍ୟ ହୋଇ ଦାଦନ ପାଇଁ ଚାଲିଯାଉଛନ୍ତି ରାଜ୍ୟ ବାହାରକୁ । ଏପରକି 22ଟି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ରାଷ୍ଟ୍ରୀୟ ଯୁବ ମଜଦୁର ସଂଘ ଆହ୍ବାନ ଦେଇଛନ୍ତି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସୋମବାର ଅନୁଗୋଳ ନାଲକୋ ଏମ୍ପ୍ଲଇଜ ଶ୍ରମିକ ସଙ୍ଗଠନ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ରାଜ୍ୟ ଯୁବ ଶାଖାର କାର୍ଯ୍ୟକାରେଣୀ ବୈଠକ ଆୟୋଜିତ ହୋଇଯାଇଛି । ଯେଉଁଥିରେ ଶ୍ରମିକମାନଙ୍କ ହକ ଓ ଦାବି ଉପରେ ଆଲୋଚନା କରିବା ସହ ସର୍ବନିମ୍ନ ଦାବି ଜଣାଇଛନ୍ତି । ରାଜ୍ୟରେ ଗଢିଉଠିଥିବା ଶିଳ୍ପ ସଂସ୍ଥାମାନଙ୍କରେ ବେକାର ଯୁବକଯୁବତୀଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ପ୍ରଦାନ କରାଯାଉ ବୋଲି ବୈଠକରେ ଦାବି ଉଠିଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଶ୍ରମିକ ମାନଙ୍କ ପାଇଁ 22 ଟି ପ୍ରସ୍ତାବ କୁ କାର୍ଯ୍ୟକାରୀ କରିବାକୁ
ରାଷ୍ଟ୍ରୀୟ ଯୁବ ମଯଦୁର ସଙ୍ଘ ର ଆହ୍ୱାନ ।

Body:।ଅନୁଗୋଳ ନାଲକୋ ଏପ୍ଲୋଇଜ ଶ୍ରମିକ ସଂଗଠନ କାର୍ଯ୍ୟାଳୟ ରେ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ରାଜ୍ୟ ଯୁବ ଶାଖା ର କାର୍ଯ୍ୟକାରେଣି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଯୁବ ସଖା ର ସଭାପତି ସତ୍ୟବ୍ରତ ନାୟକ ଙ୍କ ଅଧକ୍ଷତା ରେ ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାର ଙ୍କ ଶ୍ରମିକ ମାରଣ ନୀତିକୁ ସମାଲୋଚନା କରିଥିଲେ । ସମଗ୍ର ରାଜ୍ୟ ରେ ଶିଳ୍ପ କଲକରଖାନା ଗଢିଉଥିଲେ ମଧ୍ୟ କାର୍ଯ୍ୟ ରତ୍ତ ସମସ୍ତ ଶ୍ରମିକଙ୍କୁ ସର୍ବନିମ୍ନ ମଜୁରୀ ମିଳିପାରିନାହିଁ। ଏହାସହିତ ସର୍ବନିମ୍ନ ସାମାଜିକ ସୁବିଧା ମଧ୍ୟ ମିଳିପାରିନାହିଁ। ରାଜ୍ୟରେ ବେକାରୀ ସମସ୍ୟା ଗଢିଉଠିଥିବାବେଳେ ବେକାର ଯୁବକ ଯୁବତୀ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ତେଣୁ ରାଜ୍ୟ ସରକାର ଗଢିଉଠିଥିବା ଶିଳ୍ପ ସଂସ୍ଥା ମାନଙ୍କରେ ବେକାର ଯୁବକ ଯୁବତୀଙ୍କୁ ଅଗ୍ରାଧିକାର ଭିତ୍ତି ରେ ନିଯୁକ୍ତି ପ୍ରଦାନ କରନ୍ତୁ ବୋଲି ବୈଠକ ରେ ଦାବି ଉଠିଥିଲା ।
byte- 1 ସତ୍ୟବ୍ରତ ନାୟକ ,ରାଜ୍ୟ ସଭାପତି ରଷ୍ଟ୍ରୀୟ ମଯଦୁର କଂଗ୍ରେସ ।
byte - ସୁଦୀପ ମିଶ୍ର , ଜିଲା ସମ୍ପାଦକ ରଷ୍ଟ୍ରୀୟ ମଯଦୁର କଂଗ୍ରେସ ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.