ETV Bharat / state

ସାନ ଭାଇର ଟାଙ୍ଗିଆ ଚୋଟରେ ବଡ ଭାଇ ମୃତ - Younger brother killed his elder brother in Anugul

ଭାଇ ଭାଇ ଝଗଡାରୁ ହତ୍ୟାକାଣ୍ଡ। ବଡ ଭାଇକୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କଲା ସାନ ଭାଇ । ଅଧିକ ପଢନ୍ତୁ...

ଭାଇ ସାଜିଲା ବଇରୀ, ଟାଙ୍ଗିଆରେ ହାଣି ବଡ ଭାଇକୁ ହତ୍ୟା କଲା ସାନ ଭାଇ

author img

By

Published : Aug 23, 2020, 12:43 PM IST

ଅନୁଗୋଳ: ଜିଲ୍ଲାର ସମଲ ଥାନା ଶିପୁର ଗାଁରେ ସାନ ଭାଇ ଟାଙ୍ଗିଆ ଚୋଟରେ ବଡ ଭାଇ ମୃତ। ମୃତକ ହେଲେ ରଞ୍ଜନ ବାରିକ। ଅଭିଯୁକ୍ତ ସାନଭାଇ ନିରଞ୍ଜନ ବାରିକ ହତ୍ୟା କରିବା ପରେ ଥାନାକୁ ଯାଇ ଆତ୍ମ ସମର୍ପଣ କରିଛି ।

ଭାଇ ସାଜିଲା ବଇରୀ, ଟାଙ୍ଗିଆରେ ହାଣି ବଡ ଭାଇକୁ ହତ୍ୟା କଲା ସାନ ଭାଇ

ସାମାନ୍ୟ ବଚସାକୁ କେନ୍ଦ୍ର କରି ସାନଭାଇ ନିରଞ୍ଜନ ଶନିବାର ବିଳମ୍ବିତ ରାତିରେ ବଡଭାଇ ସୋଇ ଥିବା ଅବସ୍ଥାରେ ତାଙ୍କ ବେକକୁ ଏକ ଟାଙ୍ଗିଆରେ ହାଣି ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ବଡ ଭାଇର ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳରେ ସମଲ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.