ETV Bharat / state

ଅନୁଗୋଳରେ ସେସୁ ଘରୋଇକରଣକୁ ବିରୋଧ - ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ସେସୁର ଘରୋଇକରଣକୁ ନେଇ ଆରମ୍ଭ ହୋଇଛି ପ୍ରତିବାଦ । ଘରୋଇ କାରଣକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି କାମ କରୁଥିବା କର୍ମଚାରୀ । ଏହି ପ୍ରତିବାଦ ଦେଖିବାକୁ ମିଳିଛି ଅନୁଗୋଳରେ ।

angul
ଅନୁଗୋଳରେ ସେସୁ ଘରୋଇକରଣକୁ ବିରୋଧ
author img

By

Published : Jan 2, 2020, 9:07 PM IST

ଅନୁଗୋଳ: ସେସୁର ଘରୋଇକରଣକୁ ବିରୋଧ କରି ବିଦ୍ୟୁତ କର୍ମଚାରୀ ମାନେ ବିକ୍ଷୋଭ କରିଛନ୍ତି । ଏହି କ୍ରମରେ 5ଶହରୁ ଅଧିକ ବିଦ୍ୟୁତ କର୍ମଚାରୀ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହ ପ୍ରତିବାଦ କରିଛନ୍ତି । ଏହା ସହ କର୍ମଚାରୀଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି ।

ଅନୁଗୋଳରେ ସେସୁ ଘରୋଇକରଣକୁ ବିରୋଧ

ବିଦ୍ୟୁତ କର୍ମଚାରୀ ମାନେ ଷ୍ଟାଡିଅମ ପଡିଆ ଠାରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେମାନେ ପ୍ରତିବାଦ କରିଥିଲେ। ଓଡିଶା ସରକାର ସେସୁକୁ ଟାଟା ପାୱାର କମ୍ପାନୀ ହାତରେ ଟେକି ଦେବାକୁ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ କର୍ମଚାରୀମାନେ ବିରୋଧ କରିଥିଲେ। ଟାଟା କମ୍ପାନୀ ନେବା ପରେ ଶହ ଶହ ଠିକା କର୍ମଚାରୀଙ୍କ ଭବିଷ୍ୟତ କଣ ହେବ ସେ ନେଇ ସରକାର କୌଣସି ନିଷ୍ପତ୍ତି ନେଇ ନ ଥିବା କର୍ମଚାରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ସେସୁର ର ଘରକଣ କୁ ନେଇ ଆରମ୍ଭ ହୋଇଛି ପ୍ରତିବାଦ । ସେସୁର ଘରୋଇ କାରଣ କୁ ବିରୋଧ କରି ଆନ୍ଦୋଲନ କୁ ଓହ୍ଲାଇ ଛନ୍ତି ବିଦ୍ୟତ ବିଭାଗରେ କାମ କରୁଥିବା କର୍ମଚାରୀ ।ଏହି ପ୍ରତିବାଦ ଦେଖିବାକୁ ମିଳିଛି ଅନୁଗୋଳ ରେ । Body:ଅନୁଗୋଳ ଜିଲାରେ ସେସୁ ଅଧୀନରେ କାମ କରୁଥିବା 5ଶହ ରୁ ଅଧିକ ବିଦ୍ୟୁତ କର୍ମଚାରୀ ଘରୋଇ କାରଣ ର ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଷ୍ଟାଡିଅମ ପଡିଆ ଠାରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେମାନେ ପ୍ରତିବାଦ କରିଛନ୍ତି । ଓଡିଶା ସରକାର ସେସୁ କୁ ଟାଟା ପାୱାର କମ୍ପାନୀ ହାତରେ ଟେକି ଦେବାକୁ ଯେଉଁ ନିଷ୍ପତି ନେଇଛନ୍ତି ତାହାକୁ ବିରୋଧ କରିଥିଲେ। ଟାଟା କମ୍ପାନୀ ନେବା ପରେ ଶହ ଶହ ଠିକା କର୍ମଚାରୀଙ୍କ ଭବିଷ୍ୟତ କଣ ହେବ ସେ ନେଇ ସରକାର କୌଣସି ନିସ୍ପତି ନେଇ ନାହାନ୍ତି।
ବାଇଟ1-ମାନସ ପାଲ ଆବାହକ, ବିଦ୍ୟୁତ କର୍ମଚାରୀ ସଙ୍ଘ
ବାଇଟ2-ଦୀପକ ସିଂ ସମ୍ପାଦକ,ବିଦ୍ୟୁତ କର୍ମଚାରୀ ସଙ୍ଘ
Conclusion:13 ବର୍ଷ ହେଲା ବିଦ୍ୟୁତ କର୍ମଚାରୀ ମାନେ ଯେଉଁ ଭଳି ଦିନ ରାତି କାମ କରି ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି ତାହାର ମୂଲ୍ୟ ବୁଝି ପାରି ନାହାନ୍ତି ସରକାର। ତେଣୁ ସରକାର ଏଥିରୁ ନିବୃତ ରହିବା ସହ ଏହି କର୍ମଚାରୀ ମାନଙ୍କ ସୁରକ୍ଷା ବ୍ୟବସ୍ଥା କରିବାକୁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.